–୧- ଥରେ ଗ୍ରାମବାସୀ ମାନେ ନିର୍ଣ୍ଣୟ ନେଲେକି ବର୍ଷା ପାଇଁ ସେମାନେ ପ୍ରାର୍ଥନା କରିବେ, ପ୍ରାର୍ଥନା ଦିନ ସମସ୍ତେ ଏକସ୍ଥାନରେ ଏକତ୍ରିତ ହେଲେ, ପରନ୍ତୁ ଗୋଟିଏ ପିଲା ସାଙ୍ଗରେ ଛତା ଟିଏ ଆଣି ଆସିଥିଲା । ଏହାକୁ କୁହାଯାଏ ଆସ୍ଥା ।୨-ଯେବେ ଆପଣ ଏକ ପିଲାକୁ ଶୂନ୍ୟକୁ ଫୋପାଡି ଧରନ୍ତି, ତେବେ ସେ ହସୁଥାଏ, କାରଣ ସେ ଜାଣିଥାଏ ଯେ ଆପଣ ତାକୁ ଧରିବେ । ଏହାକୁ କୁହଯାଏ ବିଶ୍ଵାସ ।୩-ପ୍ରତ୍ୟେକ ରାତ୍ରିରେ ଆମେ ଶୋଇବାକୁ ଯାଉ, […]
ଛୋଟ କଥା ବଡ ଅର୍ଥ ।
