ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ

ଅରୁଣସ୍ତମ୍ଭ ସିଂହଦ୍ୱାର, ସିଂହଦ୍ୱାର ଗୁମୁଟ ଓ ବାଇଶିପାହାଚ ଏସବୁ ବାହାରବେଢ଼ା ଅନ୍ତର୍ଗତ । ବାହାରବେଢ଼ାସ୍ଥ ସମସ୍ତ ମନ୍ଦିର ଓ ବିଜେସ୍ଥଳୀର ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ବାହାରବେଢ଼ା:-

ମନ୍ଦିର ଓ ବିଜେସ୍ଥଳୀଦେବଦେବୀ
୧।ଅରୁଣସ୍ତମ୍ଭ (ଏକ ମନ୍ଦିର ସ୍ୱରୂପ ମାନ୍ୟତାପ୍ରାପ୍ତ ।ଅରୁଣ (ସୂର୍ଯ୍ୟଙ୍କ ସାରି)ଚୂନରା ନିଯୋଗ ସେବା କରନ୍ତି ।)
୨ ।ସିଂହଦ୍ୱାରଦ୍ୱାର ଉପରେ ଦଶାବତାର ଓ ଲକ୍ଷ୍ମୀ ପ୍ରତିମାସିଂହଦ୍ୱାର ଗୁମୁଟଫତେ ହନୁମାନ, ରାଧାକୃଷ୍ଣ, ଗଣେଶ(ଚିତ୍ର),ନରସିଂହ, ପତିତପାବନ ଓ ହନୁମାନ (ସୁଗ୍ରୀବ)
।୩ ।କାଶୀବିଶ୍ୱନାଥଶିବଲିଙ୍ଗ
୪ ।ରାମଚନ୍ଦ୍ର ଦେବରାମ, ସୀତା, ଲକ୍ଷ୍ମଣ, ଓଗେର
୫ ।ଅଭୟ ନୃସିଂହନୃସିଂହ
୬ ।ଶ୍ରୀନରସିଂହନରସିଂହ ବା ନୃସିଂହ
୭ ।ରାଧାବଲ୍ଲଭରାଧାକୃଷ୍ଣ
୮ ।ଘଣ୍ଟେଶ୍ୱରୀଘଣ୍ଟେଶ୍ୱରୀ ଠାକୁରାଣୀ ଓ ଗଣେଶ ଚିତ୍ର ପ୍ରତିମା
୯ ।ଭେଟମଣ୍ଡପ(ଏଠାରେ ନୀଳାଦି୍ରବିଜେ ଦିନଲକ୍ଷ୍ମୀ ବିଜେ କରନ୍ତି)
୧୦ ।ଷଡ଼ଭୁଜ ଗୌରାଙ୍ଗଗୌରାଙ୍ଗ ମୂର୍ତ୍ତିି
୧୧ ।ମହାବୀରହନୁମାନ(ସରଘର, ପ୍ଳଟ ନଂ.୨୧୩)
୧୨ ।ମହାଦେବଶିବ
୧୩ ।ଦକ୍ଷିଣେଶ୍ୱରଶିବ
୧୪ ।ଶ୍ରୀନୃସିଂହନୃସିଂହ
୧୫ ।ହନୁମାନ (ପାଣିଆଘର)ହନୁମାନ
୧୬ ।କଳ୍‍କି ଅବତାର ମୂର୍ତ୍ତିି ଓପୁରାଣ ନୃସିଂହନୃସିଂହ
୧୭ ।ବସନ୍ତେଇ ବା ବୁଢ଼ୀମା ଠାକୁରାଣୀବସନ୍ତ ଠାକୁରାଣୀ(ପ୍ରତିଦିନ ତାଟ ମହାପ୍ରସାଦ ବିମଳାଙ୍କୁସମର୍ପଣ ହେବା ପରେ ଏହାଙ୍କୁ ସମର୍ପଣ ହୁଏ)
୧୮ ।ରୋଷ ଗଣେଶଗଣେଶ
୧୯ ।ବାରଭା ଇ ହନୁମାନ (ମହାବୀର)ଦକ୍ଷିଣ ପାର୍ଶ୍ୱ ବାହାର ବେଢ଼ାରେ ଏକ ମନ୍ଦିରରେ(ପ୍ଳଟ୍‍ ନଂ.୨୪୭)ସ୍ଥାପିତ ବାରଜଣ ହନୁମାନ୍‍ (ବାରଭାଇ /ବାରଭାୟା) ସେମାନେ ହେଲେ :- ଜନ୍ମ ହନୁମାନ,ଗୟ, ଗବାକ୍ଷ, ସୁଷେଣ, ହନୁମାନ,ଜାମ୍ୱବ,ତାରାକ୍ଷ, ଅଙ୍ଗଦ, ସୌରୀ, ସୁଗ୍ରୀବ, ନଳ, ନୀଳ
୨୦ ।ପଞ୍ଚମୁଖୀ ମହାବୀରମହାବୀର ହନୁମାନ
୨୧ ।ଦୁର୍ଗାମାଧବଦୁର୍ଗା ଓ ମାଧବ
୨୨ ।ଶ୍ରୀସିଦ୍ଧେଶ୍ୱର ମହାଦେବମହାଦେବ
୨୩ ।ଶ୍ରୀଚକ୍ର ନାରାୟଣନାରାୟଣ
୨୪ ।ରାମେଶ୍ୱର ମହାଦେବ (ଚାରିଧାମ)ଗୋକର୍ଣ୍ଣେଶ୍ୱର, ବଦ୍ରିନାଥ, ଦ୍ୱାରକାନାଥ ଓ ଜଗନ୍ନାଥ
୨୫ ।ଶ୍ରୀନୃସିଂହ (ସରଘର)ନୃସିଂହ
୨୬ ।ପଶ୍ଚିମଦ୍ୱାର ମହାବୀରମହାବୀର ହନୁମାନ
୨୭ ।ଶ୍ରୀଧବଳେଶ୍ୱରଶିବ
୨୮କୋଇଲି ବୈକୁଣ୍ଠ—-
୨୯ ।ବୈକୁଣ୍ଠ—-
୩୦ ।ଦାରୁଘର—-
୩୧ ।ବୈକୁଣ୍ଠ ମହାଦେବଶିବ(ସୂପକାର ନିଯୋଗ)
୩୨ ।ରାଧାକୃଷ୍ଣ (ଅର୍ପଣ ଗୋପାଳ)ରାଧାକୃଷ୍ଣ(ବର୍ଦ୍ଧମାନ ରାଜା ମାର୍ଫତଦାର)
୩୩ ।ତପସ୍ୱୀ ହନୁମାନହନୁମାନ
୩୪ ।ଶ୍ରୀବାମନବାମନ ଅବତାର
୩୫ ।ଶ୍ରୀଲକ୍ଷ୍ମୀ ନୃସିଂହଲକ୍ଷ୍ମୀ ଓ ନୃସିଂହ
୩୬ ।ଶ୍ରୀଉତ୍ତରାୟଣୀନାରାୟଣୀ
୩୭ ।ଶ୍ରୀଶୀତଳା ଠାକୁରାଣୀଶୀତଳା ଦେବୀ
୩୮ ।ଝାଡେଶ୍ୱରୀ ଠାକୁରାଣୀଝାଡେଶ୍ୱରୀ
୩୯ ।ଶିବ- ଅନ୍ନପୂର୍ଣ୍ଣାଶିବ ଓ ମହାଲକ୍ଷ୍ମୀ
୪୦ ।ଚାହାଣି ମଣ୍ଡପ (ଆନନ୍ଦବଜାର)—-
୪୧ ।ଦେବସ୍ନାନ ମଣ୍ଡପ (ଆନନ୍ଦବଜାର)—-
୪୨ ।ଐଶାନେଶ୍ୱରଶିବ
୪୩ ।ଧବଳେଶ୍ୱରଶିବ
୪୪ ।କାଶୀନାଥଶିବ
୪୫ ।ଶ୍ରୀଗଣେଶଗଣେଶ

Leave a comment

Design a site like this with WordPress.com
Get started