ଶ୍ରୀକୃଷ୍ନ ଗୋବିନ୍ଦ ହରେ ମୁରାରେହେ ନାଥ ନାରାୟଣ ବାସୁଦେବ । ଅର୍ଥ।

ଶ୍ରୀକୃଷ୍ନ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ ।

. ଅନ୍ତର୍ନିହିତ ଅର୍ଥ
· · • • • • • • • • • ✤ • • • • • • • • • · ·
ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍
· · • • • • • • • • • ✤ • • • • • • • • • · ·

🔘ଶ୍ରୀକୃଷ୍ଣ:-

ହେ ପ୍ରଭୁ, ଆପଣ ସମସ୍ତଙ୍କର ମନକୁ ଆକର୍ଷିତ କରିଲାବାଲା, ଏଣୁ ଆପଣ ମୋର ମନ ନିଜ ଆଡକୁ ଆକର୍ଷିତ କରି ଆପଣଙ୍କ ଭକ୍ତି ସେବା ଆଡକୁ ସୁଦୃଢ଼ କରନ୍ତୁ।

🔘ଗୋବିନ୍ଦ:-

ହେ ଗୋବିନ୍ଦ, ଅର୍ଥାତ୍ ଗୋ ତଥା ଇନ୍ଦ୍ରିୟଗଣଙ୍କୁ ରକ୍ଷା କରିବା ବାଲା ଭଗବାନ। ଆପଣ ମୋର ଇନ୍ଦ୍ରିୟଗଣଙ୍କୁ ରକ୍ଷା କରନ୍ତୁ। ଆପଣ ମୋର ଇନ୍ଦ୍ରିୟ ଗୁଡିକୁ ଆପଣଙ୍କ ଠାରେ ଲୀନ କରୁଛି ।

🔘ହରେ:-

ହେ ଦୁଃଖହର୍ତ୍ତା, ମୋର ଦୁଃଖକୁ ବି ଆପଣ ହରଣ କରନ୍ତୁ ।

🔘ମୁରାରେ:-

ଅର୍ଥାତ୍ ହେ ମୁର ରାକ୍ଷସର ଶତ୍ରୁ ବା ବିଜେତା, ମୋ ଭିତରେ ବସିଥିବା କାମ-କ୍ରୋଧ ରୁପୀ ରାକ୍ଷସକୁ ନାଶ କରନ୍ତୁ ।

🔘ହେ ନାଥ:-

ଆପଣ ନାଥ ଆଉ ମୁଁ ଅନାଥ ଓ ଆପଣଙ୍କର ସେବକ । ମୋର ଅନାଥର ଭାବ ଆପଣଙ୍କ ପରି ନାଥ ସହ ସର୍ବଦା ଯୋଡି ହୋଇ ରହୁ ।

🔘ନାରାୟଣ:-

ମୁଁ ନର ଆଉ ଆପଣ ନାରାୟଣ ଅଟନ୍ତି । ଆପଣଙ୍କୁ ପାଇବା ପାଇଁ ଆପଣଙ୍କ ଆର୍ଦଶର ରାସ୍ତାରେ ମୁଁ ତପସ୍ୟାରତ।

🔘ବାସୁଦେବ:-

ବାସୁର ଅର୍ଥ ପ୍ରାଣ ମୋର ପ୍ରାଣକୁ ରକ୍ଷା କରନ୍ତୁ । ମୋର ମନ ମୁଁ ଆପଣଙ୍କ ଶ୍ରୀଚରଣରେ ଅର୍ପିତ କରିଦେଇଛି ।

✿❁❣️ ༒ ଜୟ ଶ୍ରୀ କୃଷ୍ଣ༒❣️❁✿

Leave a comment

Design a site like this with WordPress.com
Get started