ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଓ ଶାସ୍ତ୍ରୀ୍ୟ ପଦ୍ଧତି ବିଶ୍ବଚିନ୍ତାମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଶୈଳୀ ଯେମିତି ଶାସ୍ତ୍ର ସମ୍ମତ ତାଙ୍କର ରଥ ନିର୍ମାଣ ଶୈଳୀ ମଧ୍ଯ ଠିକ୍ ସେମିତି ଶାସ୍ତ୍ରୀୟ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦିContinue reading “ରଥ ନିର୍ମାଣ ପରମ୍ପରା”
Author Archives: Jayjagannathgroup
Sapta Rishis.
Several thousand years ago, before the dawn of historical times, in a remote region of the Himalayas lived a group of remarkable individuals whose existence is shrouded in mystery. Known today as the Rishis, these beings are considered ancient sages that possessed divine knowledge. Their names were Agni, Vayu, Aditya, and Angiras, and as seers,Continue reading “Sapta Rishis.”
ମହାପ୍ରଭୁଙ୍କ ଗୁଆଲି ଯାତ୍ରା :
ଶ୍ରୀମନ୍ଦିରରେ ଚମ୍ପକ ଦ୍ଵାଦଶୀ ନୀତିମହାପ୍ରଭୁଙ୍କ ଗୁଆଲି ଯାତ୍ରା :ନଗର ପରିକ୍ରମା ରେ ମହାପ୍ରଭୁ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପାContinue reading “ମହାପ୍ରଭୁଙ୍କ ଗୁଆଲି ଯାତ୍ରା :”
ଗୁଆଲି ଯାତ୍ରା
ଦେବ ଦମ୍ପତ୍ତି ଙ୍କ ନଗର ପରିକ୍ରମା ଗୁଆଲି ଯାତ୍ରା : ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ। ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ। ଘଟୁଆରୀ ଚନ୍ଦନ ଘୋର ଘରଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡାContinue reading “ଗୁଆଲି ଯାତ୍ରା”
ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :
#ଚମ୍ପକ_ଦ୍ୱାଦଶୀ ରେ ଶ୍ରୀ ମନ୍ଦିରରେ ଦଇତାପତି ପ୍ରବେଶ ନୀତି ❤️ ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ : ଆଦ୍ୟ ଜଗନ୍ନାଥ ମନ୍ଦିରର ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିଜର ବଂଶଧର କାହାକୁ ରଖି ନଥିଲେ । ସେଥିପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ କାର୍ତ୍ତିକ ମାସ ଦେବ ଦୀପାବଳୀ ଦିନ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ସହ ଅନ୍ୟ ଦୁଇଟି ବ୍ୟକ୍ତିତ୍ଵ ବିଶ୍ଵାବସୁ ଶବର ରାଜା ଓ ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କରContinue reading “ଜଗନ୍ନାଥ ମହାପ୍ରଭୁ ଙ୍କ ସେବାରେ ବିଦ୍ୟାପତି ଙ୍କ ବଂଶଜ :”
ବ୍ରାହ୍ମଣହସ୍ତରେଶ୍ରୀକୃଷ୍ଣଙ୍କନିକଟକୁରୁକ୍ମିଣୀଙ୍କ_ସନ୍ଦେଶ
ଶ୍ରୀଶୁକଉବାଚ:- ଶିଶୁପାଳକୁ ବିଭା ଶୁଣି। ଚକିତେ ଭାଳଇ ରୁକ୍ମିଣୀ।।ବିକଳଚିତ୍ତେ ବିଚାରିଲା। ବୃଦ୍ଧ ବ୍ରାହ୍ମଣ ଅଣାଇଲା।।ସୁହୃଦ ବାକ୍ୟ ତାଙ୍କୁ କହି। ଚରଣେ ବେନି କର ଦେଇ।।ବୋଲଇ ଶୁଣ ବିପ୍ରମଣି। ଦ୍ୱାରକା ଯାଅ ଏହି କ୍ଷଣି।।ଯେବେ ଆସିବେ ଚକ୍ରଧର। ତେବେ ସେ ଜୀବନ ମୋହର।।ଅଧିକ କହିବଇଁ କେତେ। କୃଷ୍ଣ ଜାଣନ୍ତି ଏହା ଚିତ୍ତେ।।କନ୍ୟା ବଚନେ ବିପ୍ର ଗଲା। ଦ୍ୱାରକା ଭୁବନେ ମିଳିଲା।।ଦ୍ୱାରେ ଯେ ଦ୍ୱାରପାଳ ଥିଲେ। କୃଷ୍ଣଙ୍କୁ ନେଇ ଭେଟାଇଲେ।।ସୁବର୍ଣ୍ଣ ସିଂହାସନେ ହରି। ଯାଦବେ ଅଛନ୍ତି ଆବୋରି।।ଖଟନ୍ତି ଦଶଦିଗପାଳେ। ବିପ୍ରContinue reading “ବ୍ରାହ୍ମଣହସ୍ତରେଶ୍ରୀକୃଷ୍ଣଙ୍କନିକଟକୁରୁକ୍ମିଣୀଙ୍କ_ସନ୍ଦେଶ”
ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି
ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃକୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ଶ୍ରୀ ମଦନମୋହନ ଙ୍କୁ ଯୋଦ୍ଧା ବେଶ କରାଯାଇଥାଏ। ସକାଳ ଧୂପContinue reading “ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ବିବାହ ନୀତି”
ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ
ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ 🍁 :- ପ୍ରଭୁଙ୍କ ଦିବା ପହଡ ଶେଷ ହେଲା l ନୀତି ସମ୍ପାଦନ ପାଇଁ ସିଂହାସନ ନିକଟକୁ ଚାଲିଲେ ସେବକମାନେ l ଖୋଲିଦେଲେ ବସ୍ତ୍ର ଉତ୍ତରୀୟ ଓ ବେଶ ଲାଗି କଲେ l ହେଲେ ଏ କି ଆଶ୍ଚର୍ଯ୍ୟ ! ପ୍ରଭୁଙ୍କ ବସ୍ତ୍ର ଓ ଉତ୍ତରୀୟ ଚିରିଲା କିପରି ? ଉତ୍ତରୀୟରେ ଏତେ ବାଇଗଣ କଣ୍ଟା ଓ ପତ୍ର l ଏ ସବୁ ଲାଗିଲା କେମିତି ? ନାନା ଦ୍ଵନ୍ଦ ଓContinue reading “ଗୋବିନ୍ଦଙ୍କ ପ୍ରିୟ ଗୀତ ଗୋବିନ୍ଦ”
Rudraksha – Tears of Shiva
Rudraksha – Tears of Shiva The name “Rudrā” is one of 1008 names of the Hindu deity Shiva and the word “Akśa” means “tears” in Sanskrit. After 1000 years of meditation, tears began to fall from the eyes of Shiva in compassion for humanity, and the tears became the Rudraksha Tree. The Rudrakśha Upaniśhat isContinue reading “Rudraksha – Tears of Shiva”
शिखासूत्रकावैदिकविज्ञान
सिर के ऊपरी भाग को ब्रह्मांड कहा गया है और सामने के भाग को कपाल प्रदेश। कपाल प्रदेश का विस्तार ब्रह्मांड के आधे भाग तक है।दोनों की सीमा पर मुख्य मस्तिष्क की स्थिति समझनी चाहिए। ब्रह्मांड का जो केन्द्रबिन्दु है, उसे ब्रह्मरंध्र कहते हैं।ब्रह्मरंध्र में सुई की नोंक के बराबर एक छिद्र है जो अतिContinue reading “शिखासूत्रकावैदिकविज्ञान”