Badasighara Besha

ବଡ଼ଠାକୁର ଙ୍କ ଶୋଭା ବଡ଼ସିଂହାର ବେଶ ❤କୋଟି ଓଡ଼ିଆ ର ହ୍ରୁଦ ପଦକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରମ ପାବନ ଲୀଳାକ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ଏଠାରେ ଶ୍ରୀମହାପ୍ରଭୁ ନାନାଦି ବେଶ ରେ ସଜ୍ଜିତ ହୁଅନ୍ତି। ପ୍ରାୟ ୩୨ ବେଶ ର ଦର୍ଶନ ଓ ବର୍ଣନା ଅଛି। ସେଥିମଧ୍ୟରୁ ପ୍ରତ୍ୟେହ ରାତ୍ରି ର ପହୁଡ଼ ( ଶୋଇବା ) ପୂର୍ବରୁ ମଣିମା ଙ୍କ ଅପୂର୍ବ ବଡ଼ସିଂହାର ବେଶ ର ଶୋଭା ଅନନ୍ୟ ଅଟେ। ଏହିContinue reading “Badasighara Besha”

Defenation of bhakti

ପ୍ରାୟ ତିନି ଦଶନ୍ଧି ତଳର କଥା। ରାତି ଦଶଟା ବାଜିବାକୁ ଯାଉଥାଏ। ଶୋଇବାକୁ ଯିବା ପୂର୍ବରୁ ଦିଅଁ ଦର୍ଶନ କରିବାର ଅଭିଳାଷ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ ମନ୍ଦିରର ମୁଖ୍ୟ ପ୍ରଶାସକ। ତ୍ରିମୂର୍ତ୍ତିଙ୍କ ସାମ୍ନାକୁ ଯିବା ପୂର୍ବରୁ ଦେଖିଲେ ସ୍କୁଲ ଛାତ୍ରୀ ଭଳି ଜଣା ପଡ଼ୁଥିବା ପାଞ୍ଚୋଟି ଝିଅ ତିନି ଦିଅଁଙ୍କ ଆଗରେ ଛିଡ଼ା ହୋଇ ଅତ୍ୟନ୍ତ ତନ୍ମୟ ଚିତ୍ତରେ କରୁଣ ମୁଦ୍ରାରେ ଆଖି ମୁଦି, ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି । ଭଲ କରିContinue reading “Defenation of bhakti”

Ham hindu ha

ସବର୍ଣ୍ଣ- ଅସବର୍ଣ୍ଣ, ଛୁଆଁ ଅଛୁଁଆ, ଜାତି – ଅଜାତି , ରାଜା – ପ୍ରଜା, ଧନୀ – ଦରିଦ୍ର ଭେଦଭାବ ଛାଡି ହିନ୍ଦୁ ହୁଅନ୍ତୁ ନଚେତ ଆଗାମୀ ବଂଶଧର ଆଉଏ ଦେବ ଭୂମି ଭାରତ ବର୍ଷରେ ହିନ୍ଦୁ ହୋଇ ନଥିବେ କାରଣ ଏଇଟା ପଢନ୍ତୁ ଯେଉଁ ହିନ୍ଦୁମାନେ ଏହି ଅହଂକାର ଧରି ରଖିଛନ୍ତି ଯେ ହଜାର ହଜାର ବର୍ଷ ତଳୁ ତାଙ୍କର ସନାତନ ଧର୍ମ ରହିଛି ଆଉ ଏହାକୁ କେଇ ମାଟିରେ ମିଶାଇ ପାରିବେ ନାହିଁ, ମୁଁContinue reading “Ham hindu ha”

ଭଗବାନଙ୍କୁ କଣ ମାଗିବ

ମନୁଷ୍ୟ ଇଚ୍ଛାର ଓ ଈଶ୍ୱରଙ୍କୁ ମାଗିବାର କେବେ ଅନ୍ତ ହୁଏ ନାହିଁ । ଅନେକ ସମୟରେ ଆମେ ଭାବି ଥାଉ ସାରା ଦୁନିଆରେ କେବଳ ଆମେ ହିଁ ଅଧିକ ଦୁଃଖୀ ଓ ଈଶ୍ୱର ମଧ୍ୟ ଆମ ଗୁହାରି ଶୁଣୁ ନାହାନ୍ତି କି ଆମକୁ ସାହାଯ୍ୟ କରୁ ନାହାନ୍ତି । ମାତ୍ର ଏହା ଭୁଲ୍ ଅଟେ । ଈଶ୍ବରଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ସମାନ ଭାବେ ରହିଛି । ତେବେ ଆପଣ କଣ ଜାଣିଛନ୍ତି କି ଇଶ୍ୱରଙ୍କୁContinue reading “ଭଗବାନଙ୍କୁ କଣ ମାଗିବ”

10 LAWS TO RAISE YOUR FREQUENCY

Learn to be silent in times of greatest turbulence: Peace of Mind and Patience are your best allies during crises. Conquering these attributes is part of your spiritual evolution. Avoid judging other people: Your perception of the outer world is part of your inner world. When you speak ill of others, you are speaking illContinue reading “10 LAWS TO RAISE YOUR FREQUENCY”

ଗୁପ୍ତ ଦାନ

ଆଜି ଗୋଟିଏ ସୁନ୍ଦର ତଥ୍ୟ ଜାଣିବାକୁ ପାଇଲି । ୟୁରୋପ ରେ ଗୋଟିଏ ଦେଶ ଅଛି ନାରୱେ, ଏକ ଖୁବ ସୁନ୍ଦର ଦେଶ। ମଇ ରୁ ଜୁଲାଇ ଅର୍ଥାତ ପ୍ରାୟ ୭୬ ଦିନ ଏହି ଦେଶରେ ସୂର୍ଯ୍ୟ ଆସ୍ତ ଦୁଅନ୍ତି ନାହିଁ । ଏହି କାରଣରୁ ନାରୱେକୁ ‘ଲ୍ୟାଣ୍ଡ ଅଫ ମିଡନାଇଟ ସନ’ ମଧ୍ୟ କୁହାଯାଇଥାଏ । ପିଲାବେଳେ ପଢ଼ିଥିଲି କିନ୍ତୁ ଏହି ଦେଶରେ ଆଉ ଗୋଟିଏ ବୈଶିଷ୍ଟ୍ୟତା ଅଛି ଏଇ କିଛି ଦିନ ତଳେ ୟୁରୋପContinue reading “ଗୁପ୍ତ ଦାନ”

‘‘ପ୍ରଭୁ, ପ୍ରକୃତ ବନ୍ଧୁ କିଏ?’’

ଉଦ୍ଧବ ଶ୍ରୀକୃଷ୍ଣଙ୍କ ସାରଥି ଥିଲେ ଆଉ ସଖା ବି। ପିଲାଦିନ ଠାରୁ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଜାଣିଥିଲେ। ତାଙ୍କ ପରି ବେଶ ହେଉଥିଲେ। ପ୍ରକୃତରେ ଶ୍ରୀକୃଷ୍ଣ ବ୍ୟବହାର କରିଥିବା ପୋଷାକ ପତ୍ର ଓ ଅଳଙ୍କାର ଆଣି ଉଦ୍ଧବ ପିନ୍ଧୁଥିଲେ। ଉଦ୍ଧବଙ୍କୁ ଶ୍ରୀକୃଷ୍ଣ ଓ ଶ୍ରୀକୃଷ୍ଣଙ୍କୁ ଉଦ୍ଧବ ପ୍ରାଣଭରି ଭଲ ପାଉଥିଲେ। ଦିନେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଲେ- ‘‘ଉଦ୍ଧବ, ତୁମେ ଆଜିଯାଏ ମୋ କଥାନୁସାରେ ମୋର ବହୁତ କାମ କରିଛ; କିନ୍ତୁ ଦିନେ ବି କିଛି ମାଗିନାହଁ,Continue reading “‘‘ପ୍ରଭୁ, ପ୍ରକୃତ ବନ୍ଧୁ କିଏ?’’”

Significance of the number 108

Mala beads traditionally have 108 beads. The largest bead, in the center, is known as the guru. It is said to hold the energy generated during your practice. The number is often described as the numerical equivalent of “Om,” one of the most important spiritual sounds in meditation. Also, the relationship between your inner andContinue reading “Significance of the number 108”

Design a site like this with WordPress.com
Get started