.❀❣️ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି❣️❀ କଥାରେ କୁହା ଯାଇଛି ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର l ବିଶ୍ୱାସ ହିଁ ମୂଳ l ହିନ୍ଦୁ, ଖ୍ରିଷ୍ଟିୟାନ, ମୁସଲମାନ ଯେ କେହି ହେଉ l ଏହିସତ୍ୟ ପ୍ରଚାର କରି, ଶ୍ରୀମନ୍ଦିର ପରିସର ମଧ୍ୟରେ ରହିଛି ଏକ ଆଶ୍ଚର୍ଯ୍ୟ ଘଣ୍ଟି l ଗୋଟିଏ ଜଳ ଜାହାଜ, ଫ୍ରାନ୍ସର ଗୋଟିଏ ବନ୍ଦରରୁ, ଯାତ୍ରା କରୁଥାଏ, ଫ୍ରାନ୍ସ ଉପନିବେଶ ପଣ୍ଡିଚେରୀ ଅଭିମୁଖେ l ଜାହାଜରେ ଯାଉଥାଏ, ପଣ୍ଡିଚେରୀର ଏକ ଚର୍ଚ୍ଚ ଉଦ୍ଦେଶ୍ୟରେ, ବିରାଟContinue reading “ଶ୍ରୀମନ୍ଦିରରେ ଫରାସୀ ଘଣ୍ଟି”
Author Archives: Jayjagannathgroup
कालसर्पयोग के प्रकार एवं निराकरण उपाय
कालसर्प योग के प्रमुख भेद कालसर्प योग मुख्यत: बारह प्रकार के माने गये हैं। आगे सभी भेदों को उदाहरण कुंडली प्रस्तुत करते हुए समझाने का प्रयास किया गया है – [ कुल २८८ प्रकार के काल सर्प योग धी उपलव्ध हैै । 🟣 1 -अनन्त कालसर्प योग जब जन्मकुंडली में राहु लग्न में व केतुContinue reading “कालसर्पयोग के प्रकार एवं निराकरण उपाय”
ଶ୍ରୀମନ୍ଦିର ରେ ନିଳାଦ୍ରୀ ମହୋଦୟ ନୀତି।
ସମସ୍ତ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଛା , ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ସମସ୍ତ ରୋଗ ଦୁଃଖ ମହାମାରୀକୁ ନାଶ କରନ୍ତୁ. ସମସ୍ତଙ୍କର ମଙ୍ଗଳ ହେଉ ! ଜୟ ଜଗନ୍ନାଥ ଭୂୟଃ ଶୃଣୂଷ୍ୱ ଦେବସ୍ୟ ନୀଳଶୈଳାଧିପସ୍ୟ ଚ ।ମାଧବେ ସିତପକ୍ଷେ ଚ ହ୍ୟଷ୍ଟମ୍ୟାଂ ଯଦ୍ଦିନେ ନୃପଃ ॥ପ୍ରାସାଦଘଟନାଂ ଚକ୍ରେ ତତସ୍ତୁ ପ୍ରତିବତ୍ସରମ୍ ।ଯଥା ପୁଷ୍ୟାଭିଷେକସ୍ତୁ ତଦ୍ଦଉଚ୍ଚ ସମାଚରେତ୍ ॥ ଅର୍ଥାତ୍ ଏହି ତିଥିରେ ପ୍ରଭୁଙ୍କର ପ୍ରକଟ ହୋଇଥିବାରୁ ପ୍ରତିବର୍ଷ ପ୍ରକଟୋତ୍ସବ ଏହି ଦିନ ମହାସମାରୋହରେ ପାଳନ କରିବ !Continue reading “ଶ୍ରୀମନ୍ଦିର ରେ ନିଳାଦ୍ରୀ ମହୋଦୟ ନୀତି।”
ଟାହିଆ
ମଦନମୋହନଙ୍କଟାହିଆଚନ୍ଦନଯାତ୍ରା ସ୍ନାନ,ରଥ,ବାହୁଡ଼ା ଓ ନୀଳାଦ୍ରି ବିଜେ ରେ ହେଉଥିବା ପହଣ୍ଡି ସମୟରେ ରାଘବ ଦାସ ମଠ ରୁ ଆସିଥିବା ଟାହିଆ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ବାଉଁଶ,ସୋଲ, ଫୁଲ ଆଉ ତୁଳସୀ ରେ ତିଆରି ହୋଇଥିବା ବିରାଟ ଟାହିଆ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ। ସେହିପରି ଭାବରେ ଚନ୍ଦନ ଯାତ୍ରା ସମୟରେ ମଧ୍ୟ ପ୍ରତ୍ୟେକ ଦିନ ମଦନମୋହନଙ୍କୁ ସୁନ୍ଦର ଟାହିଆ ଲାଗି ହେଇଥାଏ। ଏହି ଟାହିଆ କିନ୍ତୁ କୈାଣସି ମଠ ଦ୍ଵାରା ତିଆରି ହୁଏନି ବରଂ କାହିଁContinue reading “ଟାହିଆ”
❣️ଦଧିନଉତିର ଚିତା❣️
ଶ୍ରୀଜଗନ୍ନାଥ ମନ୍ଦିରର ଦଧିନଉତିରେ ଏକ ତ୍ରିଶାଖା ଚିତା ଅଙ୍କିତ ହୋଇଛି। ଏହାକୁ କେତେକ ‘ରାମାନନ୍ଦୀ ଚିତା’ ବୋଲି କହନ୍ତି। ପ୍ରକୃତରେ କିନ୍ତୁ ଏହା ‘ରାମାନୁଜୀ ଚିତା’। ଭାରତବର୍ଷର ବୈଷ୍ଣବଧାରାରେ ‘ରାମାନୁଜ’ ଓ ‘ରାମାନନ୍ଦ’ ନାମରେ ଦୁଇଜଣ ରାମ ଉପାସକ ବୈଷ୍ଣବ ଥିଲେ। ସେମାନଙ୍କ ମଧ୍ୟରୁ ରାମାନୁଜ ଅଗ୍ରଜ। ତାଙ୍କର ସମୟ ଏକାଦଶ-ଦ୍ୱାଦଶ ଶତାବ୍ଦୀ। କିନ୍ତୁ ରାମାନନ୍ଦଙ୍କର ସମୟ ଚତୁର୍ଦ୍ଦଶ ଶତାବ୍ଦୀ। ବୈଶାଖ ଶୁକ୍ଳ ଷଷ୍ଠୀ ତିଥିରେ ରାମାନୁଜଙ୍କର ଆବିର୍ଭାବ ଘଟିଥିଲା। ରାମାନୁଜ ଥିଲେ ସୁପଣ୍ଡିତ। ସେ ବେଦ,Continue reading “❣️ଦଧିନଉତିର ଚିତା❣️”
ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ?
ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ? ବିଜ୍ଞାନ ସାତୋଟି ରଙ୍ଗ ପ୍ରମାଣ ଦେଇଛି (ବା ଘ ନି ଶ ହ ନା ଲା ) ଯେଉଁଥିରେ କଳା ଓ ଧଳା ନାହିଁ । ବିଜ୍ଞାନ ପ୍ରମାଣିତ ସବୁଯାକ ରଙ୍ଗକୁ ମିଶାଇଲେ କଳା ରଙ୍ଗର ଉତ୍ପତ୍ତି ହୁଏ , ଅର୍ଥାତ ଏଥିରୁ ପ୍ରମାଣିତ ହୁଏ କି କଳାରଙ୍ଗ (ଧଳା ରଙ୍ଗକୁ ଛାଡି ) ବାକି ରଙ୍ଗର ଜନନୀ । କିନ୍ତୁ କଳା ଓ ଧଳାକୁ ରଙ୍ଗରେ ଗଣନାContinue reading “ଆମ ମହାପ୍ରଭୁ ଜଗନ୍ନାଥ କଳା କାହିଁକି ?”
ଚନ୍ଦନଯାତ୍ରା ମାଣ୍ଡୁଅ ଭୋଗ
#ଚନ୍ଦନଯାତ୍ରା ମାଣ୍ଡୁଅ ଭୋଗ ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ଏହି ଯାତ୍ରାର ଅବଧି ହେଉଛି ୪୨ ଦିନ। ଏହି ସମୟରେ ଶ୍ରୀମନ୍ଦିରରେ ବିରାଜିତ ଦାରୁ ବିଗ୍ରହମାନଙ୍କୁ ଚନ୍ଦନ ଲାଗି ବେଶ କରାଯାଉଥିବା ବେଳେ, ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କ ନୌକା ବିହାର ବା ଚାପଖେଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ।: ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ଶ୍ରୀକ୍ଷେତ୍ରର ଆରାଧ୍ୟ ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ସରୋବରରେContinue reading “ଚନ୍ଦନଯାତ୍ରା ମାଣ୍ଡୁଅ ଭୋଗ”
ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ
ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ।ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେContinue reading “ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ”
ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :-
ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :- ଯଥା ଦେହେ ତଥା ଦେବେ। ଉକ୍ତ ଲୋକମୁଖ ରେ ବହୁଳ ଭାବରେ ପ୍ରଚଳିତ ଥିବା ଉକ୍ତି ଟି ର ସାର୍ଥକତା ପ୍ରତିପାଦିତ କରିବାକୁ ଯାଇ ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗ୍ରୀଷ୍ମ କାଳ ରେ ପ୍ରଚଣ୍ଡ ଉତ୍ତାପ ରେ ଅତିଷ୍ଠ ହୋଇ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଶୀତଳତା ର ଲୀଳା ଚନ୍ଦନ ଲାଗି ଓ ଚନ୍ଦନ ଯାତ୍ରା ର ଅୟମାରମ୍ଭ କରିଥାନ୍ତି। ବୈଶାଖ ମାସContinue reading “ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :-“
ଅକ୍ଷୟ_ତୃତୀୟା
ଅକ୍ଷିମୁଠି ଅନୁକୂଳ, #ମହାପ୍ରଭୁଙ୍କଚନ୍ଦନଯାତ୍ରାଆରମ୍ଭ ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନContinue reading “ଅକ୍ଷୟ_ତୃତୀୟା”