Now follow work of brahaman.

जब #ब्राह्मण एक दूसरे को हाथ जोड़ कर नमस्ते कर रहा था तो दुनिया उन पर हंस रही थी। जब #ब्राह्मण हाथ पैर धोकर घर मे घुसता था तो दुनिया उन पर हंसती थी। जब #ब्राह्मण जानवरों की पूजा कर रहे थे तब दुनिया उन पर हंस रही थी। जब #ब्राह्मण पेड़ों और जंगलों कोContinue reading “Now follow work of brahaman.”

ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ

ଅରୁଣସ୍ତମ୍ଭ ସିଂହଦ୍ୱାର, ସିଂହଦ୍ୱାର ଗୁମୁଟ ଓ ବାଇଶିପାହାଚ ଏସବୁ ବାହାରବେଢ଼ା ଅନ୍ତର୍ଗତ । ବାହାରବେଢ଼ାସ୍ଥ ସମସ୍ତ ମନ୍ଦିର ଓ ବିଜେସ୍ଥଳୀର ତାଲିକା ନିମ୍ନରେ ପ୍ରଦାନ କରାଗଲା । ବାହାରବେଢ଼ା:- ମନ୍ଦିର ଓ ବିଜେସ୍ଥଳୀଦେବଦେବୀ୧।ଅରୁଣସ୍ତମ୍ଭ (ଏକ ମନ୍ଦିର ସ୍ୱରୂପ ମାନ୍ୟତାପ୍ରାପ୍ତ ।ଅରୁଣ (ସୂର୍ଯ୍ୟଙ୍କ ସାରି)ଚୂନରା ନିଯୋଗ ସେବା କରନ୍ତି ।)୨ ।ସିଂହଦ୍ୱାରଦ୍ୱାର ଉପରେ ଦଶାବତାର ଓ ଲକ୍ଷ୍ମୀ ପ୍ରତିମାସିଂହଦ୍ୱାର ଗୁମୁଟଫତେ ହନୁମାନ, ରାଧାକୃଷ୍ଣ, ଗଣେଶ(ଚିତ୍ର),ନରସିଂହ, ପତିତପାବନ ଓ ହନୁମାନ (ସୁଗ୍ରୀବ)।୩ ।କାଶୀବିଶ୍ୱନାଥଶିବଲିଙ୍ଗ୪ ।ରାମଚନ୍ଦ୍ର ଦେବରାମ, ସୀତା, ଲକ୍ଷ୍ମଣ, ଓଗେର୫Continue reading “ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ”

ରାମ ନବମୀ ଓ ତା’ର ମହତ୍ୱ :-

ରାମ ନବମୀ ଓ ତା’ର ମହତ୍ୱ :- ରାମ ନବମୀ। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ ହୁଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭ ଯୋଗ ରହିଛି, ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ । ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ମର୍ଯ୍ୟାଦା ପୁରୁଷୋତ୍ତମContinue reading “ରାମ ନବମୀ ଓ ତା’ର ମହତ୍ୱ :-“

Shri Lakshminarasimha Stotram

🌹🌿Shri Lakshminarasimha Stotram🌿🌹 🌹Devata karya sidhyartham, sabhasthambha samudbhavam,Sri nrisimham mahaveeram namami runa mukthaye. 🌹 Lakshmya aalingitha vamangam, bhakthanaam vara dayakam,Sri nrisimham mahaveeram namami runa mukthaye. 🌹 Aantramaladaram, sankha chakrabja aayudarinim,Sri nrisimham mahaveeram namami runa mukthaye. 🌹 Smaranath sarva papagnam, khadruja visha nasanam,Sri nrisimham mahaveeram namami runa mukthaye. 🌹 Simhanadenamahatha, digdanthi bhayanasanam,Sri nrisimham mahaveeram namami runaContinue reading “Shri Lakshminarasimha Stotram”

ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କଅଶୋକାଷ୍ଟମୀରଥଯାତ୍ରା

ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି ।ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛିContinue reading “ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କଅଶୋକାଷ୍ଟମୀରଥଯାତ୍ରା”

ଶ୍ରୀ_ସୁଦର୍ଶନ

ବିଷ୍ଣୁ ଦକ୍ଷିଣ ହସ୍ତରେ ଧାରଣ କରୁଥିବା ଗୋଟିଏ ଅସ୍ତ୍ରର ନାମ ସୁଦର୍ଶନ । ହିନ୍ଦୁ ଧର୍ମବିଶ୍ୱାସ ଅନୁସାରେ, ମହାଦେବଙ୍କ ଆଦେଶ ଅନୁସାରେ ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ ପୂର୍ବକ ଏ ଚକ୍ର ତିଆରି କରି ମହାଦେବଙ୍କୁ ଦେଇଥିଲେ । ଦୈତ୍ୟମାନଙ୍କ ବିନାଶାର୍ଥ ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ଅର୍ପଣ କରିଥିଲେ । ଏହାର ଅରର ସଂଖ୍ୟା ବାର । ଏହା ଷଟ୍‌କୋଣ ଓ ବଳୟତ୍ରୟ ସଂଯୋଜିତ । ବିଷ୍ଣୁ ମନ୍ଦିରର ଚୂଡ଼ାରେ ଏହି ଚକ୍ରରContinue reading “ଶ୍ରୀ_ସୁଦର୍ଶନ”

ଶ୍ରୀଲିଙ୍ଗାଷ୍ଟକମ୍,श्रीलिङ्गाष्टकम्,lingastaka,

ଶ୍ରୀଲିଙ୍ଗାଷ୍ଟକମ୍ ଓଁବ୍ରହ୍ମମୁରାରିସୁରାର୍ଚିତଲିଙ୍ଗମ୍ ନିର୍ମଳଭାସିତଶୋଭିତଲିଙ୍ଗମ୍ ।ଜନ୍ମଜଦୁଃଖବିନାଶକଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବଲିଙ୍ଗମ୍ ॥ ୧॥ The Linga that is worshipped by Brahma, Vishnu, and all the Gods,the Linga that is pure of speech and is radiant,the Linga that destroys the sorrow arising out of birth,to that Linga, (representing) Sadashiva, my prostrations. 1 ଦେବମୁନିପ୍ରବରାର୍ଚିତଲିଙ୍ଗମ୍ କାମଦହମ୍ କରୁଣାକର ଲିଙ୍ଗମ୍ ।ରାବଣଦର୍ପବିନାଶନଲିଙ୍ଗମ୍ ତତ୍ ପ୍ରଣମାମି ସଦାଶିବ ଲିଙ୍ଗମ୍Continue reading “ଶ୍ରୀଲିଙ୍ଗାଷ୍ଟକମ୍,श्रीलिङ्गाष्टकम्,lingastaka,”

ସନାତନ ହିନ୍ଦୁ ଧର୍ମ ୟୁରୋପିୟ ଦାର୍ଶନିକମାନଙ୍କ ମତରେ ।

❀꧁❣️ସନାତନ ହିନ୍ଦୁ ଧର୍ମ❣️꧂❀ ଆପଣ କେବେ ୟୁରୋପିୟ ଦାର୍ଶନିକମାନଙ୍କୁ ପଢ଼ିଛନ୍ତି କି? ୧. ଲିୟୋ ଟଲଷ୍ଟୟ (୧୮୨୮ -୧୯୧୦): “ହିନ୍ଦୁ ଏବଂ ହିନ୍ଦୁତ୍ୱ ହିଁ ଦିନେ ଦୁନିଆଁ ଉପରେ ରାଜ କରିବ, କାହିଁକିନା ଏହା ମଧ୍ୟରେ ଜ୍ଞାନ ଓ ବୁଦ୍ଧର ସଂଯୋଜନା ମିଳେ ।” ୨. ହର୍ବର୍ଟ ୱେଲ୍ସ (୧୮୪୬ – ୧୯୪୬): ” ହିନ୍ଦୁତ୍ବର ପ୍ରଭାବିକରଣ ହେବା ପର୍ଯ୍ୟନ୍ତ କେଜାଣି କେତେ ପୀଢ଼ି ଅତ୍ୟାଚାର ସହିବେ। ସେହି ସମୟରେ ଦିନ ଆସିବ ଦୁନିଆଁ ଶାନ୍ତିର ପ୍ରତୀକContinue reading “ସନାତନ ହିନ୍ଦୁ ଧର୍ମ ୟୁରୋପିୟ ଦାର୍ଶନିକମାନଙ୍କ ମତରେ ।”

Design a site like this with WordPress.com
Get started