ସମସ୍ତ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଛା , ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ସମସ୍ତ ରୋଗ ଦୁଃଖ ମହାମାରୀକୁ ନାଶ କରନ୍ତୁ. ସମସ୍ତଙ୍କର ମଙ୍ଗଳ ହେଉ ! ଜୟ ଜଗନ୍ନାଥ ଭୂୟଃ ଶୃଣୂଷ୍ୱ ଦେବସ୍ୟ ନୀଳଶୈଳାଧିପସ୍ୟ ଚ ।ମାଧବେ ସିତପକ୍ଷେ ଚ ହ୍ୟଷ୍ଟମ୍ୟାଂ ଯଦ୍ଦିନେ ନୃପଃ ॥ପ୍ରାସାଦଘଟନାଂ ଚକ୍ରେ ତତସ୍ତୁ ପ୍ରତିବତ୍ସରମ୍ ।ଯଥା ପୁଷ୍ୟାଭିଷେକସ୍ତୁ ତଦ୍ଦଉଚ୍ଚ ସମାଚରେତ୍ ॥ ଅର୍ଥାତ୍ ଏହି ତିଥିରେ ପ୍ରଭୁଙ୍କର ପ୍ରକଟ ହୋଇଥିବାରୁ ପ୍ରତିବର୍ଷ ପ୍ରକଟୋତ୍ସବ ଏହି ଦିନ ମହାସମାରୋହରେ ପାଳନ କରିବ !Continue reading “ଶ୍ରୀମନ୍ଦିର ରେ ନିଳାଦ୍ରୀ ମହୋଦୟ ନୀତି।”
Category Archives: Mandira niti kanti (rituals)
ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ
ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ।ପୌଷପୂର୍ଣ୍ଣିମା ପୂର୍ବଦିନ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେContinue reading “ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା) ଓ ରାଜରାଜେଶ୍ଵର ବେଶ”
ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :-
ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :- ଯଥା ଦେହେ ତଥା ଦେବେ। ଉକ୍ତ ଲୋକମୁଖ ରେ ବହୁଳ ଭାବରେ ପ୍ରଚଳିତ ଥିବା ଉକ୍ତି ଟି ର ସାର୍ଥକତା ପ୍ରତିପାଦିତ କରିବାକୁ ଯାଇ ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗ୍ରୀଷ୍ମ କାଳ ରେ ପ୍ରଚଣ୍ଡ ଉତ୍ତାପ ରେ ଅତିଷ୍ଠ ହୋଇ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଶୀତଳତା ର ଲୀଳା ଚନ୍ଦନ ଲାଗି ଓ ଚନ୍ଦନ ଯାତ୍ରା ର ଅୟମାରମ୍ଭ କରିଥାନ୍ତି। ବୈଶାଖ ମାସContinue reading “ଶ୍ରୀମନ୍ଦିରେ ଅକ୍ଷୟ ତୃତୀୟା ନୀତି :-“