❀❣️🌳🌳 ସପ୍ତବଟ 🌳🌳 ❣️❀ ଶ୍ରୀ-କ୍ଷେତ୍ର ପୁରୀରେ ଶ୍ରୀ-ଜଗନ୍ନାଥ ହେଉଛନ୍ତି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ। ଏହି କ୍ଷେତ୍ରରେ ଆଠଗୋଟି ଶିବ ମନ୍ଦିର ବା *ଅଷ୍ଟଶମ୍ଭୁ,* ଦେବୀ ମନ୍ଦିର ବା *ଅଷ୍ଟଦେବୀ,* ପୁରାଣ ବର୍ଣିତ ପାଞ୍ଚଗୋଟି ତୀର୍ଥ ବା *ପଞ୍ଚତୀର୍ଥ* ଓ ସାତଗୋଟି ବଟବୃକ୍ଷ ବା *ସପ୍ତବଟ* ବିଶେଷ ଭାବେ ପୂଜା ପାଇଥାନ୍ତି। ବଟବୃକ୍ଷ ଆମ ହିନ୍ଦୁ ପରମ୍ପରାରେ ଉପାସନା ନିମନ୍ତେ ବିଶେଷ ମର୍ଯ୍ୟାଦା ଲାଭ କରିଥାଏ। ଅନେକ ମୁନି ଋଷି ବଟ ବୃକ୍ଷ ମୂଳେ ତପସ୍ୟାContinue reading “ଶ୍ରୀ-କ୍ଷେତ୍ର ପୁରୀରେ ଶ୍ରୀ-ଜଗନ୍ନାଥ ଓ ସପ୍ତବଟ”
Category Archives: Mistry
କେତେକ ରୋଚକ ତଥ୍ୟ
🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹 ୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।୯: ସୀତାContinue reading “କେତେକ ରୋଚକ ତଥ୍ୟ”
ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ
ଅରୁଣସ୍ତମ୍ଭ ସିଂହଦ୍ୱାର, ସିଂହଦ୍ୱାର ଗୁମୁଟ ଓ ବାଇଶିପାହାଚ ଏସବୁ ବାହାରବେଢ଼ା ଅନ୍ତର୍ଗତ । ବାହାରବେଢ଼ାସ୍ଥ ସମସ୍ତ ମନ୍ଦିର ଓ ବିଜେସ୍ଥଳୀର ତାଲିକା ନିମ୍ନରେ ପ୍ରଦାନ କରାଗଲା । ବାହାରବେଢ଼ା:- ମନ୍ଦିର ଓ ବିଜେସ୍ଥଳୀଦେବଦେବୀ୧।ଅରୁଣସ୍ତମ୍ଭ (ଏକ ମନ୍ଦିର ସ୍ୱରୂପ ମାନ୍ୟତାପ୍ରାପ୍ତ ।ଅରୁଣ (ସୂର୍ଯ୍ୟଙ୍କ ସାରି)ଚୂନରା ନିଯୋଗ ସେବା କରନ୍ତି ।)୨ ।ସିଂହଦ୍ୱାରଦ୍ୱାର ଉପରେ ଦଶାବତାର ଓ ଲକ୍ଷ୍ମୀ ପ୍ରତିମାସିଂହଦ୍ୱାର ଗୁମୁଟଫତେ ହନୁମାନ, ରାଧାକୃଷ୍ଣ, ଗଣେଶ(ଚିତ୍ର),ନରସିଂହ, ପତିତପାବନ ଓ ହନୁମାନ (ସୁଗ୍ରୀବ)।୩ ।କାଶୀବିଶ୍ୱନାଥଶିବଲିଙ୍ଗ୪ ।ରାମଚନ୍ଦ୍ର ଦେବରାମ, ସୀତା, ଲକ୍ଷ୍ମଣ, ଓଗେର୫Continue reading “ଶ୍ରୀମନ୍ଦିର ପରିସର ର ମନ୍ଦିର ଓ ଦେବଦେବୀ”
ରାମ ନବମୀ ଓ ତା’ର ମହତ୍ୱ :-
ରାମ ନବମୀ ଓ ତା’ର ମହତ୍ୱ :- ରାମ ନବମୀ। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ ହୁଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭ ଯୋଗ ରହିଛି, ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ । ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ମର୍ଯ୍ୟାଦା ପୁରୁଷୋତ୍ତମContinue reading “ରାମ ନବମୀ ଓ ତା’ର ମହତ୍ୱ :-“
ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କଅଶୋକାଷ୍ଟମୀରଥଯାତ୍ରା
ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି ।ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛିContinue reading “ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କଅଶୋକାଷ୍ଟମୀରଥଯାତ୍ରା”
ଶ୍ରୀ_ସୁଦର୍ଶନ
ବିଷ୍ଣୁ ଦକ୍ଷିଣ ହସ୍ତରେ ଧାରଣ କରୁଥିବା ଗୋଟିଏ ଅସ୍ତ୍ରର ନାମ ସୁଦର୍ଶନ । ହିନ୍ଦୁ ଧର୍ମବିଶ୍ୱାସ ଅନୁସାରେ, ମହାଦେବଙ୍କ ଆଦେଶ ଅନୁସାରେ ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ ପୂର୍ବକ ଏ ଚକ୍ର ତିଆରି କରି ମହାଦେବଙ୍କୁ ଦେଇଥିଲେ । ଦୈତ୍ୟମାନଙ୍କ ବିନାଶାର୍ଥ ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ଅର୍ପଣ କରିଥିଲେ । ଏହାର ଅରର ସଂଖ୍ୟା ବାର । ଏହା ଷଟ୍କୋଣ ଓ ବଳୟତ୍ରୟ ସଂଯୋଜିତ । ବିଷ୍ଣୁ ମନ୍ଦିରର ଚୂଡ଼ାରେ ଏହି ଚକ୍ରରContinue reading “ଶ୍ରୀ_ସୁଦର୍ଶନ”
ନୀଳଚକ୍ରଓପତିତପାବନବାନାର_ମହତ୍ତ୍ଵ
ନୀଳଚକ୍ର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ । ଗଠନ ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବ୍ୟାସ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକContinue reading “ନୀଳଚକ୍ରଓପତିତପାବନବାନାର_ମହତ୍ତ୍ଵ”
ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ
ନମାମି ଦୁର୍ଗାନବରାତ୍ରୀମହିମା ବ୍ରହ୍ମା ହରଶ୍ଚ ହରିରପ୍ୟନିଶଂ ସ୍ତୁବନ୍ତୋ଼ ନାନ୍ତଂ ଗତାଃ ସୁରବରାଃ କିଳତେ ଗୁଣାନାମ୍କ୍ବାହଂ ବିଭେଦମତିରମ୍ବ ଗୁଣୈର୍ବୃତୋବୈ ଦୁର୍ଗାଃ ବକ୍ତୁଂକ୍ଷମସ୍ତବ ଚରିତ୍ରମହୋଽପ୍ରସିଦ୍ଧ (ଶ୍ରୀମଦ୍ଦେବୀ ଭାଗବତ ମହାପୁରାଣ, ତୃତୀୟସ୍କନ୍ଧ, ତ୍ରୟୋବିଂଶୋଽଧ୍ୟାୟଃ) ଅର୍ଥ:- ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରନ୍ତର ଆପଣଙ୍କ ସ୍ତୁତି କରି କରି ମଧ୍ୟ ଆପଣଙ୍କ ମହାଗୁଣ ର ପାର ଯାଇପାରି ନାହାଁନ୍ତି, ହେ ମାଁ ଆଦିପରାଶକ୍ତି ଦୁର୍ଗା, ହୀନ ଭେଦବୁଦ୍ଧିବାଲା ରଜ ସତ୍ତ୍ବ ତମ ଗୁଣ ଦ୍ଵାରା ଆବଦ୍ଧ ତଥା ଅପ୍ରସିଦ୍ଧ ଏକContinue reading “ନବରାତ୍ରୀବ୍ରତବିଷୟରେକିଛିବିଶେଷତଥ୍ୟ”
Mystry of Atma(soul)
ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା –ଆତ୍ମା ଆମର ଜୀବନୀଶକ୍ତି । ଅଦେଖା ଆତ୍ମା ନେଇ ବହୁ ଗହଳି, ଏହି ଆଲେଖ୍ୟ ଆଉ ଏକ ଗହଳି । ଆଜି ଆମେ ଜୀବ,ଆତ୍ମା ଓ ପରମାତ୍ମା ଉପରେ ଆଉ ତା ସହିତ ଅଧ୍ୟାତ୍ମ୍ୟ ବିଷୟରେ ଆମର ଦୁର୍ବଳତା ନେଇ ସାମାନ୍ୟ କିଛି ବିଚାର ରଖିବା । ଗୋଟିଏ ଅଛି ପାପାତ୍ମା, ଆଉ ଗୋଟିଏ ପୂତାତ୍ମା ଓ ଅନ୍ୟ ଗୋଟିଏ ପରମାତ୍ମା –ଏପରି ତିନି ଆତ୍ମା ସହିତ ଆମେ ପରିଚିତ ।Continue reading “Mystry of Atma(soul)”
ପ୍ରଣାମ ୭ ପ୍ରକାର
୧-ଅଷ୍ଟାଂଗ ପ୍ରଣାମ-ଉରସା ଶିରସା ଦୃଷ୍ଟ୍ଯା ମନସା ବଚସା ତଥା।ପଦ୍ଭ୍ଯାଂ କରାଭ୍ଯାଂ ଜାନୁଭ୍ଯାଂ ପ୍ରଣାମୋଽଷ୍ଟାଂଗ ଈରିତଃ।। ତନ୍ତ୍ରସାର। ଉରୁ, ଶିର, ଚକ୍ଷୁ, ମନ, ବାକ୍ଯ, ଦୁଇପଦ, କର ଓ ଜାନୁ ସଂଲଗ୍ନ ପ୍ରଣାମକୁ ସାଷ୍ଟାଂଗ କୁହାଯାଏ। ( ମନରେ ପ୍ରଣମ୍ଯଙ୍କୁ ମନନ କରି ଓ ବାକ୍ଯ ଦ୍ବାରା ଅମୁକ ଗୋତ୍ର ଅମୁକଙ୍କ ପୁତ୍ର ମୁଁ ଅମୁକ ପ୍ରଣାମ କରୁଛି।) ହୃଦୟ, ଚିବୁକ, ମୁଖ, ନାସିକା, ଲଲାଟ, ବ୍ରହ୍ମରନ୍ଦ୍ର ଓ କର୍ଣ୍ଣଦ୍ବୟ ଦ୍ବାରା ଭୂମି ସ୍ପର୍ଶକୁ ମଧ୍ୟ ସାଷ୍ଟାଂଗ ପ୍ରଣାମContinue reading “ପ୍ରଣାମ ୭ ପ୍ରକାର”