ଚତୁର୍ଦ୍ଦା ମୂର୍ତ୍ତି ଙ୍କ ରୀତି ନୀତି,ରାଶି ନକ୍ଷତ୍ର । চতুর্থ মূর্তির আনুষ্ঠানিক নীতি, রাশিচক্র।

*ଯଥା ଦେହି ତଥା ଦେବ!*

ଯେଉଁଭଳି ଭାବେ ମନୁଷ୍ୟ ନିଜର ଦୈନଦିନ ନିତ୍ୟ କର୍ମ କରିଥାଏ ଠିକ୍ ସେହିପରି ନିଳାଦ୍ରୀ କନ୍ଦର ରେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ମା ସୁଭଦ୍ରା , ଶ୍ରୀ ସୁଦର୍ଶନ, ଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତଧା ମୂର୍ତ୍ତୀ ଙ୍କର ମଧ୍ୟ କରାଯାଇଥାଏ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମ ରେ ମାନବୀୟ ଲୀଳା ସମ୍ବରଣ କରୁଛନ୍ତି। ସେ ଯେମିତି ସାରା ବିଶ୍ୱରେ ଅନନ୍ୟ ଠିକ୍ ସେପରି ତାଙ୍କ ନୀତି ପରମ୍ପରା ଯାନିଯାତ୍ରା ମଧ୍ୟ ଅନନ୍ୟ।

*ବଡ଼ ଦେଉଳ*

ଶ୍ରୀ ମନ୍ଦିର ର ଗର୍ଭ ଗୃହର ଆକାର ଉଭୟେ ଲମ୍ବା ଓ ପ୍ରସ୍ଥ ରେ ୩୦ ଫୁଟ ତଥା ଉଚ୍ଚତା ୪୮ ଫୁଟ  ବିଶିଷ୍ଟ ।ସିଂହାସନ ବା ରତ୍ନସିଂହାସନ  ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହେଇଛି ।ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପଥରର ଚକା ରହିଛି ।ରତ୍ନବେଦିରେ ଯଥାକ୍ରମେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଭୂଦେବୀ ଶ୍ରୀଦେବୀ ମାଧବ ସମେତ ଚକ୍ରରାଜ ସୁଦର୍ଶନ ବିରାଜମାନ କରିଛନ୍ତି ।ସ୍କନ୍ଦ ପୁରାଣ ବର୍ଣ୍ଣନାନୁସାରେ ଶ୍ରୀ ବଳଭଦ୍ର ୮୫ ଯବ ଉଚ୍ଚ ଓ ଶଙ୍ଖାକୃତି ଶୁଭ୍ରବର୍ଣ୍ଣ,ସୁଭଦ୍ରା ୫୨ ୧/୨ ଯବ ପଦ୍ମାକୃତି ହରିଦ୍ରାବର୍ଣ୍ଣ,ଶ୍ରୀଜଗନ୍ନାଥ ୮୪ ଯବ ଚକ୍ରାକୃତି ମେଘବର୍ଣ୍ଣ ଓ ସୁଦର୍ଶନ ୮୪ଯବ ଗଦାକୃତ ରକ୍ତବର୍ଣ୍ଣ  ସମ୍ପୂର୍ଣ୍ଣ ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହ ମାନେ ଶଙ୍ଖ ଯନ୍ତ୍ର, ଚକ୍ର ଯନ୍ତ୍ର, ପଦ୍ମ ଯନ୍ତ୍ର ଓ ଗଦା ଯନ୍ତ୍ର ଅନୁସାରେ ନିର୍ମିତ ।ନବକଳେବର ସମୟରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ମାଧବ ଙ୍କର ମଧ୍ଯ କଳେବର ହୋଇଥାଏ ।ନିଳାଦ୍ରି ମହୋଦୟରେ ବର୍ଣ୍ଣିତ :-
       “ବଳେନ ଭଦ୍ରାୟାଯୁକ୍ତଃ ସୋ{ୟଂ ସହ ସୁଦର୍ଶନଃ।
          ବିଶ୍ୱଧାତ୍ର୍ୟାଚ ଲକ୍ଷ୍ମୀ ଚ ମାଧବେନ ସମଂ।
          ସପ୍ତଧାର ବିର୍ଭବୋଦେବଃ ସ୍ୱୟଂ ତତ୍ର ଦନାର୍ଦ୍ଦନଃ।”
   ସାଧାରଣ ମାନବ ଭଳି ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂ ମାନବୀୟଲୀଳା ପ୍ରକଟ କରୁଥିବାରୁ ସମସ୍ତ ମାନବୀୟ କର୍ମ ତାଙ୍କର ଉପଚାର ତଥା ଦୈନନ୍ଦିନ ଦିନଚର୍ଯ୍ୟାରେ ପ୍ରତିଫଳିତ ହୋଇଛି ।ରାଶି ନକ୍ଷତ୍ର ମଧ୍ୟ ତିନି ଠାକୁରଙ୍କ ର ରହିଛି ।
ଶ୍ରୀ ବଳଭଦ୍ର :-ମକର ରାଶି ଓ ଶ୍ରବଣା ନକ୍ଷତ୍ର  ।
ଦେବୀ ସୁଭଦ୍ରା :-ବିଛା ରାଶି ଓ  ଜ୍ୟେଷ୍ଠା ନକ୍ଷତ୍ର ।
ଶ୍ରୀଜଗନ୍ନାଥ :-ବୃଷରାଶି ଓ  ରୋହିଣୀ ନକ୍ଷତ୍ର ।
ସାଧାରଣରେ ଶ୍ରୀମନ୍ଦିରରେ ତିନିବାଡ଼ରେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧି ପାଳିତ ହୋଇଥାଏ ଯଥା :-
ଶ୍ରୀ ବଳଭଦ୍ର  (ବଡବାଡ)ଦ୍ଵାଦଶାକ୍ଷର ମନ୍ତ୍ର”ଓଁ ନମୋ ଭଗବତେ ବାସୁଦେବାୟ”

ଶ୍ରୀ ସୁଭଦ୍ରା  (ମଝିବାଡ)”ଏକାକ୍ଷରୀ ଭୂବନେଶ୍ୱରୀମନ୍ତ୍ର ରେ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ଅନ୍ୟ ସମସ୍ତ ବିଗ୍ରହ ସମେତ ଅର୍ଥାତ୍ ଭୂଦେବୀ ଶ୍ରୀଦେବୀ ମାଧବ ଓ ଚକ୍ରରାଜ ସୁଦର୍ଶନ ସମେତ :-ଅଷ୍ଟାଦଶକ୍ଷର ମନ୍ତ୍ର (ରାଜମନ୍ତ୍ର) “ଓଁ କ୍ଳୀଁ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ନମଃ “ଆଦି  ମନ୍ତ୍ର ରେ ପୂଜା ପାଇଥାନ୍ତି ।

*ଦୈନିକ ନୀତି*

୧. ଦ୍ଵାରଫିଟା
୨. ମଙ୍ଗଳ ଆଳତି
୩. ମୈଲମ (ବେଶ ଉଲାଗି)
୪. ଅବକାଶ
୫. ଅବକାଶ ପରେ ମୈଲମ
୬. ସାହାଣମେଲା ବା ସର୍ବସାଧାରଣ ଦର୍ଶନ
୭. ବେଶ ଲାଗି
୮. ରୋଷହୋମ
୯. ସୂର୍ଯ୍ୟ ପୂଜା
୧୦. ଦ୍ଵାରପାଳ ପୂଜା
୧୧. ଗୋପାଳବଲ୍ଲଭ ଭୋଗ
୧୨. ସକାଳ ଧୂପ
୧୩. ମଇଲମ ( ବେଶ ଉଲାଗି)
୧୪. ବେଶ
୧୫. ଭୋଗମଣ୍ଡପ
୧୬. ମଧ୍ୟାହ୍ନ ଧୂପ
୧୭. ମଧ୍ୟାହ୍ନ ପହୁଡ଼
୧୮. ପହୁଡ଼ ଫିଟିବା ଓ ସନ୍ଧ୍ୟା ଆଳତି
୧୯. ସନ୍ଧ୍ୟା ଧୂପ
୨୦. ସନ୍ଧ୍ୟା ଧୂପ ପରେ ସାହାଣମେଲା
୨୧. ମଇଲମ ଓ ଚନ୍ଦନଲାଗି
୨୨. ବଡ଼ସିଂହାର ବେଶ
୨୩.  ବଡ଼ସିଂହାର ଧୂପ
୨୪. ପହୁଡ଼, ବୀଣାଗାନ ଓ ଖଟସେଯ ଲାଗି, ପୁଷ୍ପାଞ୍ଜଳି, ପୁଷ୍ପ ଲାଗି, ମୁଦ ଓ ଶୋଧ।

চতুর্থ মূর্তির আনুষ্ঠানিক নীতি, রাশিচক্র

🙏🙏 * যেমন শরীর এবং দেহ! * 🙏🙏 🙏🙏

নীলাদ্রীর কাণ্ডে রত্ন সিংহাসনে বসে থাকা মহাপ্রভু শ্রীজগনাথ, শ্রী বলভদ্র, মা সুভদ্রা, শ্রী সুদর্শন, শ্রী মাধব, শ্রীদেবী ও ভূদেবীর সাতটি প্রতিমাও একইভাবে উপাসনা করা হয় যেমন মানুষ তার প্রতিদিনের কাজকর্ম সম্পাদন করে। শ্রীরাক্ষেত্রে ধামে মানবপ্রেম উদযাপন করছেন মহাপ্রভু। তিনি যেমন বিশ্বজুড়ে অনন্য, তেমনি তাঁর নীতিগত traditionsতিহ্যও অনন্য।

  • ବଡবড় ব্যাংক * মন্দিরের গর্ভগৃহটি দীর্ঘ এবং প্রশস্ত, ৩০ ফুট প্রস্থ এবং feet ফুট উঁচুতে রয়েছে। শ্রী বালভদ্র দেবী সুভদ্রা শ্রী জগন্নাথ ভূদেবী শ্রীদেবী মাধব সহ চক্ররাজ সুদর্শন যথাক্রমে উপস্থিত রয়েছে। মেশিন এবং গাদা।
    “এটি তখন আমাদের নজরে আসে কেবল।
    বিশ্বতত্রিয়াচ লক্ষ্মী চ মাধভেন সমং।
    সপ্তাধর বীরভোধেদেভ নিজেই দান করেছিলেন। “
    চতুর্থ চিত্র যেমন একজন সাধারণ মানুষের মতোই তার মানবতা প্রকাশ করে, তার সমস্ত মানবিক ক্রিয়া তার চিকিত্সা এবং প্রতিদিনের রুটিনে প্রতিফলিত হয় রাশিচক্রেরও তিনটি নক্ষত্র থাকে।
    শ্রী বলভদ্র: মকর রাশি এবং শ্রবণ নক্ষত্র।
    দেবী সুভদ্রা: – বৃশ্চিক এবং সবচেয়ে বড় নক্ষত্র।
    শ্রী গনাথ: বৃষ ও রোহিনী নক্ষত্র।
    Ditionতিহ্যগতভাবে, চতুর্থ দেবতার পূজা মন্দিরের তিনটি মন্দিরে করা হয়, যেমন:
    শ্রী বালভদ্র (বাদবাদ) দ্বাদশক্ষর মন্ত্র “ও নমো ভাগবতে বাসুদেবায়” শ্রী সুভদ্রা (মাঝিবাদ) “একেশ্বরবাদী ভুবনেশ্বর মন্ত্রে শ্রী জগন্নাথ ভূপী শ্রীদেবী মাধব ও চক্ররাজ সুদর্শন সহ অন্যান্য সমস্ত প্রতিমা সহ মহাপ্রভুর বেড়াতে পূজিত হন:
  • দৈনিক নীতি * ঘ। দ্বারফিতা
    ঘ। সুপ্রভাত
    ঘ। মৌলম (বেশ উলঙ্গ)
    । অবকাশ
    ৫। মোল্লাম ছুটির পরে
    । সাহানমেলা বা জনসাধারণের দেখা
    । যথেষ্ট
    । রশ হোম
    । সূর্য পূজা
    10। দারোয়ান পূজা
    11। গোপালবালভ ভোগ
    12। সকালের ধূপ
    13। মাইলাম (বেশ অনেকটা)
    18। বেশ
    15। ভোগমন্দপা
    18। দুপুরের ধূপ
    18। দুপুর
    18। পাহাড় খোলা এবং সন্ধ্যা শেষ
    18। সন্ধ্যা ধূপ
    20। সন্ধ্যা হয়ে গেল সন্ধ্যা ধূপের পরে
    21। মেল এবং চন্দনের কাঠের জন্য
    22। সিংহের পোশাক
    23। ধূপ
    27। পহুদ, বীণা এবং খাতসেয়ার জন্য, মালা জন্য, ফুল, কাদা এবং সোধা জন্য।

One thought on “ଚତୁର୍ଦ୍ଦା ମୂର୍ତ୍ତି ଙ୍କ ରୀତି ନୀତି,ରାଶି ନକ୍ଷତ୍ର । চতুর্থ মূর্তির আনুষ্ঠানিক নীতি, রাশিচক্র।

Leave a reply to Pravat Ranjan HALDAR Cancel reply

Design a site like this with WordPress.com
Get started