ନିର୍ମାଲ୍ୟ (ମହାପ୍ରସାଦ)

*✤• • • • • • ✤ • • • • • • ✤• • • • • • ✤*
                  ନିର୍ମାଲ୍ୟ (ମହାପ୍ରସାଦ)
*✤• • • • • • ✤ • • • • • • ✤• • • • • • ✤*

ଆଗେ ନିର୍ମାଲ୍ୟ କହିଲେ ସାତଗୋଟି ପଦାର୍ଥ ଯଥା: ମହାପ୍ରସାଦ, ମଇଲମଫୁଲ, ଶିରିକପଡ଼ା, ଶୁଷ୍କ ନିର୍ମାଲ୍ୟ, ଗଉରୀ ସଉରୀବେତ, ଜଗନ୍ନାଥ ପଟି ଓ ଶାଢ଼ୀଶିରପାକୁ ବୁଝାଉଥିଲା । ଏହି ସାତଟି ପର୍ଦାର୍ଥକୁ ଯଥାକ୍ରମେ ସୂପକାର, ପୁଷ୍ପାଳକ, ଦଇତା, ତିଲକମାଟିଆ, ପରିଖ, ଚିତ୍ରକର ଓ ଚାଙ୍ଗଡ଼ାମେକାପମାନେ ଆନନ୍ଦବଜାରରେ ବିକ୍ରୟ କରୁଥିଲେ ।

ଶ୍ରୀମନ୍ଦିରରେ ମିଳୁଥିବା ଅନ୍ନ ମହାପ୍ରସାଦ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷଣ କରି ହୁଏ ନାହିଁ, ତେଣୁ ଶ୍ରଦ୍ଧାଳୁମାନେ ନିର୍ମାଲ୍ୟ (ଶୁଖିଲା ଅନ୍ନ ମହାପ୍ରସାଦ) ବ୍ୟବହାର କରି ନିଜ କାର୍ଯ୍ୟ ସମାପନ କରି ଥାନ୍ତି । ଜନମାନସରେ ଗୋଟିଏ ଧାରଣା ରହିଛି ଯେ, ରତ୍ନସିଂହାସନ ଆଗରେ ପ୍ରତିଦିନ ପରଷା ଯାଉଥିବା ଅନ୍ନ ଶୁଖିଯିବା ପରେ ନିର୍ମାଲ୍ୟ ରୂପେ ଗୃହୀତ ହୁଏ କିନ୍ତୁ ପ୍ରକୃତରେ ନିର୍ମାଲ୍ୟ ପାଇଁ ଶ୍ରୀମନ୍ଦିର ରୋଷଶାଳାରେ ସ୍ୱତନ୍ତ୍ର ପାକର ବ୍ୟବସ୍ଥା ରହିଛି ଏବଂ ସ୍ୱତନ୍ତ୍ର ପଦ୍ଧତିରେ ନିର୍ମାଲ୍ୟ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିରର ଆୟ ବଢ଼ାଇବା ପାଇଁ ଯେଉଁ କେତୋଟି ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିର୍ମାଲ୍ୟ ମାହାଲ’ । ଶ୍ରୀମନ୍ଦିରର ନିର୍ମାଲ୍ୟ ମାହାଲ ବର୍ଷକୁ ଥରେ ନିଲାମ ହୋଇଥାଏ । ନିଲାମ ଧରିଥିବା ବ୍ୟକ୍ତି ନିର୍ମାଲ୍ୟ ରନ୍ଧାଇବା, ଶୁଖାଇବା ଏବଂ ବିକ୍ରି କରିବା ଅଧିକାର ପାଇଥାନ୍ତି । ମାସକୁ ପାଞ୍ଚରୁ ଛଅ କୁଇଣ୍ଟାଲ ଯାଏଁ ଚାଉଳ ନିର୍ମାଲ୍ୟ ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ ।

*ନିର୍ମାଲ୍ୟ ପ୍ରସ୍ତୁତି ପ୍ରକ୍ରିୟା :-*

ନିର୍ମାଲ୍ୟ ରାନ୍ଧିବା ପାଇଁ ସେବାୟତମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସୁଆର ଅଛନ୍ତି । ଶ୍ରୀମନ୍ଦିର ପାକଶାଳାରେ ଥିବା ନିର୍ଦ୍ଧିଷ୍ଟ ଅନ୍ନ ଚୁଲିରେ ଏମାନେ ନିର୍ମାଲ୍ୟ ନିମନ୍ତେ ଅନ୍ନ ପାକ କରନ୍ତି । ନିର୍ମାଲ୍ୟ ପ୍ରସ୍ତୁତିରେ ଦୁଇପ୍ରକାର କୁଡୁଆ ମଠ କୁଡୁଆ ଓ ବାଇହାଣ୍ଡି ବ୍ୟବହାର ହୋଇଥାଏ । ନିର୍ମାଲ୍ୟ ଅନ୍ନ ପାକ କରିବା ନିମନ୍ତେ ମଠ କୁଡୁଆ ବ୍ୟବହାର କରାଯାଏ । ନିର୍ମାଲ୍ୟ ଅନ୍ନ ଦରସିଝାରୁ ଓହ୍ଲାଇ ପେଜଗାଳିବା ପରେ ବାଇହାଣ୍ଡିକୁ ଢାଳି ଦିଆଯାଏ । ତିନି ଦିଅଁଙ୍କ ଆଗରେ ନୈବେଦ୍ୟ ଅର୍ପଣ କଲାବେଳେ ଏହି ନିର୍ମାଲ୍ୟ ଅନ୍ନ ମଧ୍ୟ ଅର୍ପଣ କରାଯାଏ । ଅର୍ପିତ ନିର୍ମାଲ୍ୟ ଅନ୍ନ ଶୁଖାଇବା ପାଇଁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ନିର୍ମାଲ୍ୟ ଖଳାକୁ ନିଆଯାଏ । ସେଠାରେ ତାହା ଶୁଖିବା ପରେ ପୁନଶ୍ଚ ବାଇହାଣ୍ଡିରେ ଭର୍ତ୍ତି କରି ଦୋକାନକୁ ନିଆଯାଏ । ଛୋଟ କନାମୁଣିରେ ନିର୍ମାଲ୍ୟ ଭର୍ତ୍ତି କରାଯାଇ ପୁଡ଼ିଆ ପ୍ରସ୍ତୁତ କରାଯାଏ । ସାଧାରଣତଃ ନାଲି ଓ ହଳଦିଆ ରଙ୍ଗର ନୂଆ କପଡ଼ାରେ ଏହି ମୁଣି ପ୍ରସ୍ତୁତ କରାଯାଏ ।

ନିର୍ମାଲ୍ୟ ମାହାଲ ନିଲାମରେ ନେଇଥିବା ବ୍ୟକ୍ତି ସିଂହଦ୍ୱାରର ଉତ୍ତରପଟେ ଥିବା ଦୋକାନରେ ନିର୍ମାଲ୍ୟ ବିକ୍ରି କରିଥାନ୍ତି । ଏହି ଦୋକାନ ସହିତ ବଡ଼ଦାଣ୍ଡରେ ଥିବା ଅନେକ ଦୋକାନରେ ମଧ୍ୟ ନିର୍ମାଲ୍ୟ ବିକ୍ରି ହୋଇଥାଏ।

💥कैसे पहचानें कि दैवीय शक्ति आपकी मदद कर रही है?

💥कैसे पहचानें कि दैवीय शक्ति आपकी मदद कर रही है?💥

– इन 11 संकेतों से कर सकते हैं आभास-

दुनिया में बहुत से लोग ऐसे हैं जिन्हें उनके जीवन में दैवीय सहायता मिलती है। किसी को ज्यादा तो किसी को कम। कुछ तो ऐसे हैं जिनके माध्यम से दैवीय शक्तियां अच्छा काम करवाती हैं। सवाल यह उठता है कि आम व्यक्ति कैसे पहचानें कि उसकी दैवीय शक्तियां मदद कर रही है या उसकी पूजा-पाठ-प्रार्थना का असर हो रहा है? इन 11 संकेतों से हम इसको महसूस कर सकते हैं-

1. अच्छा चरित्र

शास्त्र कहते हैं कि दैवीय शक्तियां सिर्फ उसकी ही मदद करती है, जो दूसरों के दुख को समझता है, जो बुराइयों से दूर रहता है, जो नकारात्मक विचारों से दूर रहता है, जो नियमित अपने इष्ट की आराधना करता है या जो पुण्य के काम में लगा हुआ है। यदि आप समझते हैं कि मैं ऐसा ही हूं तो निश्चित ही दैवीय शक्तियां आपकी मदद कर रही हैं। आपको बस थोड़ा सा इस बात पर ध्यान देने की जरूरत है कि आप अच्छे मार्ग पर हैं और आपको ऊपरी शक्तियां देख रही हैं।

2. ब्रह्म मुहूर्त

विद्वान लोग कहते हैं कि यदि आपकी आंखें प्रतिदिन ब्रह्म मुहूर्त में अर्थात् रात्रि 3 से 5 के बीच अचानक ही खुल जाती हैं तो आप समझ जाएं कि दैवीय शक्तियां आपके साथ हैं, क्योंकि यही वह समय होता है जबकि देवता लोग जाग्रत रहते हैं। यदि आप अपने बचपन से लेकर जवानी तक इस समय के बीच उठते रहे हैं तो समझ जाएं कि दैवीय शक्तियां आपके माध्यम से कुछ करवाना चाहती हैं या कि वे आपको एक अच्छी आत्मा समझकर यह संकेत दे रही हैं कि अब उठ जाओ। यह जीवन सोने के लिए नहीं है। आपको दुनिया में बहुत कुछ करना है। यह भी कहा जाता है कि सत्व गुण प्रधान लोग इस काल में स्वत: ही उठ जाते हैं। आयुर्वेद के अनुसार इस समय बहने वाली वायु को अमृततुल्य कहा गया है। यह अमृत वेला होती है। कहते हैं कि इस काल में दुनिया के मात्र 13 प्रतिशत लोगों की ही नींद खुलती है।

3. सपने में देव दर्शन

यदि आपको बारंबार मंदिर या किसी देव स्थान के ही सपने आते रहते हैं। सपने में आप आसमान में ही उड़ते रहते हैं या सपने में आप देवी-देवताओं से वार्तालाप करते रहते हैं तो आप समझ जाइए कि दैवीय शक्तियां आप पर मेहरबान हैं।

4. पूर्वाभास

यदि आपको आने वाली घटनाओं का पहले से ही ज्ञान हो जाता है या आपको पूर्वाभास हो जाता है तो आप समझ जाइए कि दैवीय शक्तियों की आप पर कृपा है।

5. पारिवारिक प्रेम

आपकी पत्नी, बेटा, बेटी और आपके सभी परिजन आपकी आज्ञा का पालन कर रहे हैं, वे सभी आपसे प्यार करते हैं एवं आप भी उनसे प्यार कर रहे हैं तो आप समझ जाइए कि दैवीय शक्तियां आप से प्रसन्न हैं।

6. भाग्य से भी तेज

जीवन में आपको अचानक से लाभ प्राप्त हो जाता है। आपके किसी भी कार्य में किसी भी प्रकार की आपको बाधा उत्पन्न नहीं होती है और सभी कुछ आपको बहुत आसानी से मिल जाता है, तो आप समझ जाइए कि दैवीय शक्तियां आपकी मदद कर रही हैं।

7. सुगंधित वातावरण का अहसास

यदि कभी-कभी आपको यह महसूस होता है कि मेरे आसपास कोई है या आपको बिना किसी कारण ही अपने आसपास सुगंध का अहसास हो तो समझ जाइए कि अलौकिक शक्तियां आपके आसपास आपकी मदद के लिए हैं।

8. सुहानी हवा

आप पूजा कर रहे हैं और यदि आपको लगे कि अचानक सुहानी हवा का झोंका या प्रकाश पुंज आ गया और शरीर में सिहरन दौडऩे लगे। ऐसा तो पहले कभी हुआ नहीं तो समझिए कि देवी या देवता आप पर प्रसन्न हैं।

9. ठंडी हवा का घेरा

भूमि पर रहते हुए भी कभी-कभी आपको यह अहसास हो कि मेरे आसपास बादल या ठंडी हवा का एक पुंज है जिसने मुझे घेरा हुआ है तो आप समझ जाइए कि अलौकिक या दैवीय शक्ति ने आपको घेर रखा है। ऐसा अक्सर बहुत ज्यादा पूजा-पाठ करने वाले व्यक्ति के साथ होता है।

10. रोशनी का पुंज

अचानक ही आपको तेज रोशनी का पुंज दिखाई दे जिसकी कि आप कल्पना भी नहीं कर सकते या आपको अचानक ही कानों में मधुर संगीत सुनाई दे और आप आश्चर्य करें कि यहां आसपास तो कोई संगीत बज ही नहीं रहा फिर भी वह कानों में सीटी बजने की तरह सुनाई दे, तो आप समझ जाइए कि आप दैवीय शक्ति के सान्निध्य में हैं। ऐसा अक्सर उन लोगों के साथ होता है, जो निरंतर ही अपने इष्टदेव का मंत्र जप कर रहे होते हैं।

11. किसी की आवाज सुनाई देना

आप रात्रि में गहरी नींद में सो रहे हैं और आपको लगता है कि किसी ने मुझे आवाज दी और आप अचानक ही उठ जाते हैं, लेकिन फिर आपको आभास होता है कि यहां तो कोई नहीं है। लेकिन आवाज तो स्पष्ट थी। ऐसा आपके साथ कई बार हो जाता है तो आप समझ जाइए कि आप पर किसी अलौकिक शक्ति की मेहरबानी है। ऐसे में आप हनुमानजी का ध्यान करें और धन्यवाद दें।

ନିର୍ମାଲ୍ୟ (ମହାପ୍ରସାଦ)

*✤• • • • • • ✤ • • • • • • ✤• • • • • • ✤*
                  ନିର୍ମାଲ୍ୟ (ମହାପ୍ରସାଦ)
*✤• • • • • • ✤ • • • • • • ✤• • • • • • ✤*

ଆଗେ ନିର୍ମାଲ୍ୟ କହିଲେ ସାତଗୋଟି ପଦାର୍ଥ ଯଥା: ମହାପ୍ରସାଦ, ମଇଲମଫୁଲ, ଶିରିକପଡ଼ା, ଶୁଷ୍କ ନିର୍ମାଲ୍ୟ, ଗଉରୀ ସଉରୀବେତ, ଜଗନ୍ନାଥ ପଟି ଓ ଶାଢ଼ୀଶିରପାକୁ ବୁଝାଉଥିଲା । ଏହି ସାତଟି ପର୍ଦାର୍ଥକୁ ଯଥାକ୍ରମେ ସୂପକାର, ପୁଷ୍ପାଳକ, ଦଇତା, ତିଲକମାଟିଆ, ପରିଖ, ଚିତ୍ରକର ଓ ଚାଙ୍ଗଡ଼ାମେକାପମାନେ ଆନନ୍ଦବଜାରରେ ବିକ୍ରୟ କରୁଥିଲେ ।

ଶ୍ରୀମନ୍ଦିରରେ ମିଳୁଥିବା ଅନ୍ନ ମହାପ୍ରସାଦ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷଣ କରି ହୁଏ ନାହିଁ, ତେଣୁ ଶ୍ରଦ୍ଧାଳୁମାନେ ନିର୍ମାଲ୍ୟ (ଶୁଖିଲା ଅନ୍ନ ମହାପ୍ରସାଦ) ବ୍ୟବହାର କରି ନିଜ କାର୍ଯ୍ୟ ସମାପନ କରି ଥାନ୍ତି । ଜନମାନସରେ ଗୋଟିଏ ଧାରଣା ରହିଛି ଯେ, ରତ୍ନସିଂହାସନ ଆଗରେ ପ୍ରତିଦିନ ପରଷା ଯାଉଥିବା ଅନ୍ନ ଶୁଖିଯିବା ପରେ ନିର୍ମାଲ୍ୟ ରୂପେ ଗୃହୀତ ହୁଏ କିନ୍ତୁ ପ୍ରକୃତରେ ନିର୍ମାଲ୍ୟ ପାଇଁ ଶ୍ରୀମନ୍ଦିର ରୋଷଶାଳାରେ ସ୍ୱତନ୍ତ୍ର ପାକର ବ୍ୟବସ୍ଥା ରହିଛି ଏବଂ ସ୍ୱତନ୍ତ୍ର ପଦ୍ଧତିରେ ନିର୍ମାଲ୍ୟ ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିରର ଆୟ ବଢ଼ାଇବା ପାଇଁ ଯେଉଁ କେତୋଟି ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ଗୋଟିଏ ହେଉଛି ‘ନିର୍ମାଲ୍ୟ ମାହାଲ’ । ଶ୍ରୀମନ୍ଦିରର ନିର୍ମାଲ୍ୟ ମାହାଲ ବର୍ଷକୁ ଥରେ ନିଲାମ ହୋଇଥାଏ । ନିଲାମ ଧରିଥିବା ବ୍ୟକ୍ତି ନିର୍ମାଲ୍ୟ ରନ୍ଧାଇବା, ଶୁଖାଇବା ଏବଂ ବିକ୍ରି କରିବା ଅଧିକାର ପାଇଥାନ୍ତି । ମାସକୁ ପାଞ୍ଚରୁ ଛଅ କୁଇଣ୍ଟାଲ ଯାଏଁ ଚାଉଳ ନିର୍ମାଲ୍ୟ ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ ।

*ନିର୍ମାଲ୍ୟ ପ୍ରସ୍ତୁତି ପ୍ରକ୍ରିୟା :-*

ନିର୍ମାଲ୍ୟ ରାନ୍ଧିବା ପାଇଁ ସେବାୟତମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସୁଆର ଅଛନ୍ତି । ଶ୍ରୀମନ୍ଦିର ପାକଶାଳାରେ ଥିବା ନିର୍ଦ୍ଧିଷ୍ଟ ଅନ୍ନ ଚୁଲିରେ ଏମାନେ ନିର୍ମାଲ୍ୟ ନିମନ୍ତେ ଅନ୍ନ ପାକ କରନ୍ତି । ନିର୍ମାଲ୍ୟ ପ୍ରସ୍ତୁତିରେ ଦୁଇପ୍ରକାର କୁଡୁଆ ମଠ କୁଡୁଆ ଓ ବାଇହାଣ୍ଡି ବ୍ୟବହାର ହୋଇଥାଏ । ନିର୍ମାଲ୍ୟ ଅନ୍ନ ପାକ କରିବା ନିମନ୍ତେ ମଠ କୁଡୁଆ ବ୍ୟବହାର କରାଯାଏ । ନିର୍ମାଲ୍ୟ ଅନ୍ନ ଦରସିଝାରୁ ଓହ୍ଲାଇ ପେଜଗାଳିବା ପରେ ବାଇହାଣ୍ଡିକୁ ଢାଳି ଦିଆଯାଏ । ତିନି ଦିଅଁଙ୍କ ଆଗରେ ନୈବେଦ୍ୟ ଅର୍ପଣ କଲାବେଳେ ଏହି ନିର୍ମାଲ୍ୟ ଅନ୍ନ ମଧ୍ୟ ଅର୍ପଣ କରାଯାଏ । ଅର୍ପିତ ନିର୍ମାଲ୍ୟ ଅନ୍ନ ଶୁଖାଇବା ପାଇଁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ନିର୍ମାଲ୍ୟ ଖଳାକୁ ନିଆଯାଏ । ସେଠାରେ ତାହା ଶୁଖିବା ପରେ ପୁନଶ୍ଚ ବାଇହାଣ୍ଡିରେ ଭର୍ତ୍ତି କରି ଦୋକାନକୁ ନିଆଯାଏ । ଛୋଟ କନାମୁଣିରେ ନିର୍ମାଲ୍ୟ ଭର୍ତ୍ତି କରାଯାଇ ପୁଡ଼ିଆ ପ୍ରସ୍ତୁତ କରାଯାଏ । ସାଧାରଣତଃ ନାଲି ଓ ହଳଦିଆ ରଙ୍ଗର ନୂଆ କପଡ଼ାରେ ଏହି ମୁଣି ପ୍ରସ୍ତୁତ କରାଯାଏ ।

ନିର୍ମାଲ୍ୟ ମାହାଲ ନିଲାମରେ ନେଇଥିବା ବ୍ୟକ୍ତି ସିଂହଦ୍ୱାରର ଉତ୍ତରପଟେ ଥିବା ଦୋକାନରେ ନିର୍ମାଲ୍ୟ ବିକ୍ରି କରିଥାନ୍ତି । ଏହି ଦୋକାନ ସହିତ ବଡ଼ଦାଣ୍ଡରେ ଥିବା ଅନେକ ଦୋକାନରେ ମଧ୍ୟ ନିର୍ମାଲ୍ୟ ବିକ୍ରି ହୋଇଥାଏ।

ଶ୍ରୀମନ୍ଦିର ରେ ଦେବ ଦର୍ଶନ କରିବାର କ୍ରମ l মন্দিরে দেবদেবীর দর্শনের আদেশ।

ଶ୍ରୀମନ୍ଦିର ରେ ଦେବ ଦର୍ଶନ କରିବାର କ୍ରମ ।
1,ଫତେ ହନୁମାନ,
2,ପତିତପାବନ ,
3, କାଶୀ ବିଶ୍ଵନାଥ
4, ଅଗ୍ନିଶ୍ୱର ମହାଦେବ
5, ସତ୍ୟ ନାରାୟଣ
6, ମାର୍କଣ୍ଡେୟ
7, କଳ୍ପବଟ
8, ହରି ସହଦେବ
9, ବଟ ଗଣେଶ
10, ସର୍ବ ମଙ୍ଗଳା
11, ମାର୍କଣ୍ଡେଶ୍ୱର
12, ବଟ ନାରାୟଣ
13, ବଜ୍ରେଶ୍ୱରି
14, କ୍ଷେତ୍ର ପାଳ
15, ଅନନ୍ତ ପୁରୁଷୋତ୍ତମ
16, ସୂର୍ଯ୍ୟ ଦର୍ଶନ
17, ମୁକ୍ତେଶ୍ବର
18, ମୁକ୍ତି ମଣ୍ଡପ
19, ଆଦି ନୃସିଂହ
20, ରୋହିଣୀ କୁଣ୍ଡ
21, ନୃତ୍ୟ ଗଣେଶ
22, ବିମଳା
23, ସାକ୍ଷୀଗୋପାଳ
24, ଗଣପତି
25, ଭୁବନେଶ୍ଵରୀ
26, ସରସ୍ଵତୀ
27, ଷଷ୍ଟି
28, ସାବିତ୍ରୀ
29, ଗାୟତ୍ରୀ
30, ନୀଳ ମାଧବ
31, ବେଢ଼ା କାଳୀ
32, ମହା ଲକ୍ଷ୍ମୀ
33, ନବ ଗ୍ରହ
34, ଗ୍ରହରାଜ୍ ସୂର୍ଯ୍ୟ
35, ଶିତଳା
36, ଲୋକନାଥ
37, ଉତ୍ତରାୟଣି
38, ବୈକୁଣ୍ଠେଶ୍ବର
39, ତପସ୍ବୀହନୁମାନ
40, ଗରୁଡ ସ୍ତମ୍ବ ପଛ ପଟରୁ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ
41, ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବିଧି ରହିଛି ।
ଜୟ ଜଗନ୍ନାଥ

মন্দিরে দেবদেবীর দর্শনের আদেশ।
1, ফতেহ হনুমান,
2, পতিত বাতাস,
3, কাশী বিশ্বনাথ
4, আগুনের মহান দেবতা
5, সত্য নারায়ণ
6, মার্কান্দে
7, কল্পবোট
8, হরি সহদেব
9, তবে গণেশ
10, সমস্ত মঙ্গল
11, মার্কান্দেশ্বর
12, বাট নারায়ণ
13, বজরেশ্বরী
14, ফিল্ড শেফার্ড
15, চিরন্তন পুরুষোত্তম
16, সূর্য দৃষ্টি
17, মুক্তেশ্বর
18, মুক্তি মণ্ডপ
১৯, আদি নরসিংহ
20, রোহিনী কুন্ডা
21, নৃত্য গণেশ
22, বিমালা
23, দক্ষিগোপালা
24, গণপতি
25, ভুবনেশ্বর
26, সরস্বতী
27, ষাট
28, সাবিত্রী
29, গায়ত্রী
30, নীল মাধব
31, বেড়া কালো
32, মহা লক্ষ্মী
33, নতুন প্ল্যানেট
34, গ্রহ সূর্য
35, ঠান্ডা
36, লোকনাথ
37, উত্তরায়ণি
38, বৈকুন্তেশ্বর
39, তপস্যা
40, agগলের স্তম্ভের পিছন থেকে চতুর্থ প্রতিমার দৃশ্য
41, আনন্দবাজারে মহাপ্রসাদ পরিষেবা রয়েছে।
জয় জগন্নাথ

ଚତୁର୍ଦ୍ଦା ମୂର୍ତ୍ତି ଙ୍କ ରୀତି ନୀତି,ରାଶି ନକ୍ଷତ୍ର । চতুর্থ মূর্তির আনুষ্ঠানিক নীতি, রাশিচক্র।

*ଯଥା ଦେହି ତଥା ଦେବ!*

ଯେଉଁଭଳି ଭାବେ ମନୁଷ୍ୟ ନିଜର ଦୈନଦିନ ନିତ୍ୟ କର୍ମ କରିଥାଏ ଠିକ୍ ସେହିପରି ନିଳାଦ୍ରୀ କନ୍ଦର ରେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ମା ସୁଭଦ୍ରା , ଶ୍ରୀ ସୁଦର୍ଶନ, ଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତଧା ମୂର୍ତ୍ତୀ ଙ୍କର ମଧ୍ୟ କରାଯାଇଥାଏ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମ ରେ ମାନବୀୟ ଲୀଳା ସମ୍ବରଣ କରୁଛନ୍ତି। ସେ ଯେମିତି ସାରା ବିଶ୍ୱରେ ଅନନ୍ୟ ଠିକ୍ ସେପରି ତାଙ୍କ ନୀତି ପରମ୍ପରା ଯାନିଯାତ୍ରା ମଧ୍ୟ ଅନନ୍ୟ।

*ବଡ଼ ଦେଉଳ*

ଶ୍ରୀ ମନ୍ଦିର ର ଗର୍ଭ ଗୃହର ଆକାର ଉଭୟେ ଲମ୍ବା ଓ ପ୍ରସ୍ଥ ରେ ୩୦ ଫୁଟ ତଥା ଉଚ୍ଚତା ୪୮ ଫୁଟ  ବିଶିଷ୍ଟ ।ସିଂହାସନ ବା ରତ୍ନସିଂହାସନ  ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହେଇଛି ।ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପଥରର ଚକା ରହିଛି ।ରତ୍ନବେଦିରେ ଯଥାକ୍ରମେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଭୂଦେବୀ ଶ୍ରୀଦେବୀ ମାଧବ ସମେତ ଚକ୍ରରାଜ ସୁଦର୍ଶନ ବିରାଜମାନ କରିଛନ୍ତି ।ସ୍କନ୍ଦ ପୁରାଣ ବର୍ଣ୍ଣନାନୁସାରେ ଶ୍ରୀ ବଳଭଦ୍ର ୮୫ ଯବ ଉଚ୍ଚ ଓ ଶଙ୍ଖାକୃତି ଶୁଭ୍ରବର୍ଣ୍ଣ,ସୁଭଦ୍ରା ୫୨ ୧/୨ ଯବ ପଦ୍ମାକୃତି ହରିଦ୍ରାବର୍ଣ୍ଣ,ଶ୍ରୀଜଗନ୍ନାଥ ୮୪ ଯବ ଚକ୍ରାକୃତି ମେଘବର୍ଣ୍ଣ ଓ ସୁଦର୍ଶନ ୮୪ଯବ ଗଦାକୃତ ରକ୍ତବର୍ଣ୍ଣ  ସମ୍ପୂର୍ଣ୍ଣ ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହ ମାନେ ଶଙ୍ଖ ଯନ୍ତ୍ର, ଚକ୍ର ଯନ୍ତ୍ର, ପଦ୍ମ ଯନ୍ତ୍ର ଓ ଗଦା ଯନ୍ତ୍ର ଅନୁସାରେ ନିର୍ମିତ ।ନବକଳେବର ସମୟରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ମାଧବ ଙ୍କର ମଧ୍ଯ କଳେବର ହୋଇଥାଏ ।ନିଳାଦ୍ରି ମହୋଦୟରେ ବର୍ଣ୍ଣିତ :-
       “ବଳେନ ଭଦ୍ରାୟାଯୁକ୍ତଃ ସୋ{ୟଂ ସହ ସୁଦର୍ଶନଃ।
          ବିଶ୍ୱଧାତ୍ର୍ୟାଚ ଲକ୍ଷ୍ମୀ ଚ ମାଧବେନ ସମଂ।
          ସପ୍ତଧାର ବିର୍ଭବୋଦେବଃ ସ୍ୱୟଂ ତତ୍ର ଦନାର୍ଦ୍ଦନଃ।”
   ସାଧାରଣ ମାନବ ଭଳି ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂ ମାନବୀୟଲୀଳା ପ୍ରକଟ କରୁଥିବାରୁ ସମସ୍ତ ମାନବୀୟ କର୍ମ ତାଙ୍କର ଉପଚାର ତଥା ଦୈନନ୍ଦିନ ଦିନଚର୍ଯ୍ୟାରେ ପ୍ରତିଫଳିତ ହୋଇଛି ।ରାଶି ନକ୍ଷତ୍ର ମଧ୍ୟ ତିନି ଠାକୁରଙ୍କ ର ରହିଛି ।
ଶ୍ରୀ ବଳଭଦ୍ର :-ମକର ରାଶି ଓ ଶ୍ରବଣା ନକ୍ଷତ୍ର  ।
ଦେବୀ ସୁଭଦ୍ରା :-ବିଛା ରାଶି ଓ  ଜ୍ୟେଷ୍ଠା ନକ୍ଷତ୍ର ।
ଶ୍ରୀଜଗନ୍ନାଥ :-ବୃଷରାଶି ଓ  ରୋହିଣୀ ନକ୍ଷତ୍ର ।
ସାଧାରଣରେ ଶ୍ରୀମନ୍ଦିରରେ ତିନିବାଡ଼ରେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧି ପାଳିତ ହୋଇଥାଏ ଯଥା :-
ଶ୍ରୀ ବଳଭଦ୍ର  (ବଡବାଡ)ଦ୍ଵାଦଶାକ୍ଷର ମନ୍ତ୍ର”ଓଁ ନମୋ ଭଗବତେ ବାସୁଦେବାୟ”

ଶ୍ରୀ ସୁଭଦ୍ରା  (ମଝିବାଡ)”ଏକାକ୍ଷରୀ ଭୂବନେଶ୍ୱରୀମନ୍ତ୍ର ରେ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ଅନ୍ୟ ସମସ୍ତ ବିଗ୍ରହ ସମେତ ଅର୍ଥାତ୍ ଭୂଦେବୀ ଶ୍ରୀଦେବୀ ମାଧବ ଓ ଚକ୍ରରାଜ ସୁଦର୍ଶନ ସମେତ :-ଅଷ୍ଟାଦଶକ୍ଷର ମନ୍ତ୍ର (ରାଜମନ୍ତ୍ର) “ଓଁ କ୍ଳୀଁ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ନମଃ “ଆଦି  ମନ୍ତ୍ର ରେ ପୂଜା ପାଇଥାନ୍ତି ।

*ଦୈନିକ ନୀତି*

୧. ଦ୍ଵାରଫିଟା
୨. ମଙ୍ଗଳ ଆଳତି
୩. ମୈଲମ (ବେଶ ଉଲାଗି)
୪. ଅବକାଶ
୫. ଅବକାଶ ପରେ ମୈଲମ
୬. ସାହାଣମେଲା ବା ସର୍ବସାଧାରଣ ଦର୍ଶନ
୭. ବେଶ ଲାଗି
୮. ରୋଷହୋମ
୯. ସୂର୍ଯ୍ୟ ପୂଜା
୧୦. ଦ୍ଵାରପାଳ ପୂଜା
୧୧. ଗୋପାଳବଲ୍ଲଭ ଭୋଗ
୧୨. ସକାଳ ଧୂପ
୧୩. ମଇଲମ ( ବେଶ ଉଲାଗି)
୧୪. ବେଶ
୧୫. ଭୋଗମଣ୍ଡପ
୧୬. ମଧ୍ୟାହ୍ନ ଧୂପ
୧୭. ମଧ୍ୟାହ୍ନ ପହୁଡ଼
୧୮. ପହୁଡ଼ ଫିଟିବା ଓ ସନ୍ଧ୍ୟା ଆଳତି
୧୯. ସନ୍ଧ୍ୟା ଧୂପ
୨୦. ସନ୍ଧ୍ୟା ଧୂପ ପରେ ସାହାଣମେଲା
୨୧. ମଇଲମ ଓ ଚନ୍ଦନଲାଗି
୨୨. ବଡ଼ସିଂହାର ବେଶ
୨୩.  ବଡ଼ସିଂହାର ଧୂପ
୨୪. ପହୁଡ଼, ବୀଣାଗାନ ଓ ଖଟସେଯ ଲାଗି, ପୁଷ୍ପାଞ୍ଜଳି, ପୁଷ୍ପ ଲାଗି, ମୁଦ ଓ ଶୋଧ।

চতুর্থ মূর্তির আনুষ্ঠানিক নীতি, রাশিচক্র

🙏🙏 * যেমন শরীর এবং দেহ! * 🙏🙏 🙏🙏

নীলাদ্রীর কাণ্ডে রত্ন সিংহাসনে বসে থাকা মহাপ্রভু শ্রীজগনাথ, শ্রী বলভদ্র, মা সুভদ্রা, শ্রী সুদর্শন, শ্রী মাধব, শ্রীদেবী ও ভূদেবীর সাতটি প্রতিমাও একইভাবে উপাসনা করা হয় যেমন মানুষ তার প্রতিদিনের কাজকর্ম সম্পাদন করে। শ্রীরাক্ষেত্রে ধামে মানবপ্রেম উদযাপন করছেন মহাপ্রভু। তিনি যেমন বিশ্বজুড়ে অনন্য, তেমনি তাঁর নীতিগত traditionsতিহ্যও অনন্য।

  • ବଡবড় ব্যাংক * মন্দিরের গর্ভগৃহটি দীর্ঘ এবং প্রশস্ত, ৩০ ফুট প্রস্থ এবং feet ফুট উঁচুতে রয়েছে। শ্রী বালভদ্র দেবী সুভদ্রা শ্রী জগন্নাথ ভূদেবী শ্রীদেবী মাধব সহ চক্ররাজ সুদর্শন যথাক্রমে উপস্থিত রয়েছে। মেশিন এবং গাদা।
    “এটি তখন আমাদের নজরে আসে কেবল।
    বিশ্বতত্রিয়াচ লক্ষ্মী চ মাধভেন সমং।
    সপ্তাধর বীরভোধেদেভ নিজেই দান করেছিলেন। “
    চতুর্থ চিত্র যেমন একজন সাধারণ মানুষের মতোই তার মানবতা প্রকাশ করে, তার সমস্ত মানবিক ক্রিয়া তার চিকিত্সা এবং প্রতিদিনের রুটিনে প্রতিফলিত হয় রাশিচক্রেরও তিনটি নক্ষত্র থাকে।
    শ্রী বলভদ্র: মকর রাশি এবং শ্রবণ নক্ষত্র।
    দেবী সুভদ্রা: – বৃশ্চিক এবং সবচেয়ে বড় নক্ষত্র।
    শ্রী গনাথ: বৃষ ও রোহিনী নক্ষত্র।
    Ditionতিহ্যগতভাবে, চতুর্থ দেবতার পূজা মন্দিরের তিনটি মন্দিরে করা হয়, যেমন:
    শ্রী বালভদ্র (বাদবাদ) দ্বাদশক্ষর মন্ত্র “ও নমো ভাগবতে বাসুদেবায়” শ্রী সুভদ্রা (মাঝিবাদ) “একেশ্বরবাদী ভুবনেশ্বর মন্ত্রে শ্রী জগন্নাথ ভূপী শ্রীদেবী মাধব ও চক্ররাজ সুদর্শন সহ অন্যান্য সমস্ত প্রতিমা সহ মহাপ্রভুর বেড়াতে পূজিত হন:
  • দৈনিক নীতি * ঘ। দ্বারফিতা
    ঘ। সুপ্রভাত
    ঘ। মৌলম (বেশ উলঙ্গ)
    । অবকাশ
    ৫। মোল্লাম ছুটির পরে
    । সাহানমেলা বা জনসাধারণের দেখা
    । যথেষ্ট
    । রশ হোম
    । সূর্য পূজা
    10। দারোয়ান পূজা
    11। গোপালবালভ ভোগ
    12। সকালের ধূপ
    13। মাইলাম (বেশ অনেকটা)
    18। বেশ
    15। ভোগমন্দপা
    18। দুপুরের ধূপ
    18। দুপুর
    18। পাহাড় খোলা এবং সন্ধ্যা শেষ
    18। সন্ধ্যা ধূপ
    20। সন্ধ্যা হয়ে গেল সন্ধ্যা ধূপের পরে
    21। মেল এবং চন্দনের কাঠের জন্য
    22। সিংহের পোশাক
    23। ধূপ
    27। পহুদ, বীণা এবং খাতসেয়ার জন্য, মালা জন্য, ফুল, কাদা এবং সোধা জন্য।

ବୈଶାଖକୃଷ୍ଣବରୁଥିନିଏକାଦଶୀ_ମାହାତ୍ମ୍ୟ

🌹#ଶ୍ରୀଏକାଦଶୀବ୍ରତମାହାତ୍ମ୍ୟ 🌹 🌹#ବୈଶାଖକୃଷ୍ଣବରୁଥିନିଏକାଦଶୀ_ମାହାତ୍ମ୍ୟ🌹

ଯୁଧିଷ୍ଠିର କହିଲେ – ହେ ବାସୁଦେବ ! ଆପଣଙ୍କୁ ନମସ୍କାର । ବୈଶାଖ ମାସର କୃଷ୍ଣ ପକ୍ଷ ଏକାଦଶୀ କି ନାମରେ ପ୍ରସିଦ୍ଧ ଏବଂ ତାହାର ମହିମା କି ପ୍ରକାର ତାହା କୃପାପୂର୍ବକ ଆମକୁ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ- ହେ ରାଜା ! ଇହଲୋକରେ ଓ ପରଲୋକରେ ବୈଶାଖ କୃଷ୍ଣ ପକ୍ଷ ଏକାଦଶୀ ବରୁଥିନୀ ନାମରେ ବିଖ୍ୟାତ । ଏହି ବ୍ରତଦ୍ୱାରା ସର୍ବଦା ସୁଖ ଲବ୍ଧ ହୁଏ ଏବଂ ପାପକ୍ଷୟ ଓ ସୌଭାଗ୍ୟପ୍ରାପ୍ତି ଘଟେ । ଦୁର୍ଭାଗା ସ୍ତ୍ରୀଲୋକ ଏହି ବ୍ରତ ଆଚରଣ କଲେ ସୌଭାଗ୍ୟ ଲାଭ କରିଥାଏ । ଏହି ବ୍ରତ ସମସ୍ତ ମାନବର ଭୁକ୍ତି ଓ ମୁକ୍ତି ପ୍ରଦାନ କରେ , ସର୍ବପାପ ହରଣ ଏବଂ ଗର୍ଭବାସରେ ଯନ୍ତ୍ରଣା ବିନାଶ କରେ । ବରୁଥିନୀ ବ୍ରତଦ୍ୱାରା ମାନ୍ଧାତା ସ୍ୱର୍ଗଲୋକ ପ୍ରାପ୍ତ ହେଲେ । ଧୁନ୍ଧୁମାରାଦି ଅନ୍ୟାନ୍ୟ ବହୁତ ନୃପତି ରାଜା ଏହି ବ୍ରତ ଫଳରେ ସ୍ଵର୍ଗଗତି ଲାଭ କରିଛନ୍ତି । ଏପରିକି ଶିବ ମଧ୍ୟ ଏହି ବ୍ରତ ପ୍ରଭାବରେ ବ୍ରହ୍ମକପାଳଠାରୁ ନିର୍ମୁକ୍ତ ହୋଇଥିଲେ । ମନୁଷ୍ୟ ଦଶ ସହସ୍ର ବର୍ଷ ତପସ୍ୟା କରି ଯେଉଁ ଫଳ ଲାଭ କରେ , ଏହି ବ୍ରତ ଆଚରଣରେ ତତ୍ତୁଲ୍ୟ ଫଳ ପ୍ରାପ୍ତି ହୁଏ । ଯେଉଁ ଶ୍ରଦ୍ଧାବାନ ବ୍ୟକ୍ତି ଏହି ବ୍ରତ ପାଳନ କରେ , ସେ ଇହଲୋକ ଓ ପରଲୋକରେ ବାଞ୍ଛିତ ଫଳ ଲାଭ କରେ । ହେ ନୃପଶ୍ରେଷ୍ଠ ! ଏହି ପବିତ୍ର ଏକାଦଶୀ ବ୍ରତପାଳନକାରୀଗଣଙ୍କର ପବିତ୍ରତା ସମ୍ପାଦନ , ମହାପାତକ ନାଶକରଣ ଏବଂ ଭୁକ୍ତି ମୁକ୍ତି ପ୍ରଦାନ କରିଥାଏ । ହେ ନୃପଶ୍ରେଷ୍ଠ ! ଅଶ୍ବ ଦାନଠାରୁ ଗଜଦାନ ଶ୍ରେଷ୍ଠ , ଗଜଦାନଠାରୁ ଭୂମିଦାନ , ତାହାଠାରୁ ଶସ୍ୟଦାନ , ଶସ୍ୟଦାନଠାରୁ ସ୍ବର୍ଣ୍ଣଦାନ ଏବଂ ତାହାଠାରୁ ଅନ୍ନଦାନ ଶ୍ରେଷ୍ଠ । ଅନୁଦାନଠାରୁ ଶ୍ରେଷ୍ଠ କୌଣସି ଦାନ ନାହିଁ ବା ହୋଇପାରିବ ନାହିଁ । ପିତୃଗଣ , ଦେବଗଣ ଓ ମନୁଷ୍ୟଗଣଙ୍କର ଅନ୍ନଦ୍ଵାରାହିଁ ତୃପ୍ତି ଜନ୍ମେ। ପଣ୍ଡିତଗଣ କନ୍ୟାଦାନକୁ ଅନ୍ନଦାନ ସହିତ ସମାନ ବୋଲି କହିଥାନ୍ତି । ସ୍ୱୟଂ ଭଗବାନ ଧେନୁ ( ଗାଭୀ ) ଦାନକୁ ତତ୍ତୁଲ୍ୟ କହିଅଛନ୍ତି । ପୂର୍ବୋକ୍ତ ସମସ୍ତ ଦାନ ଅପେକ୍ଷା ବିଦ୍ୟାଦାନ ଶ୍ରେଷ୍ଠ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ମାନବଗଣ ଏହି ବ୍ରତ ପାଳନ କରି ଉକ୍ତ ବିଦ୍ୟାଦାନର ସମାନ ଫଳଲାଭ କରିଥାନ୍ତି । ପାପମୋହିତ ଯେଉଁ ସମସ୍ତ ମନୁଷ୍ୟ କନ୍ୟାର ଧନଦ୍ୱାରା ଜୀବନଧାରଣ କରନ୍ତି , ସେମାନେ ପୁଣ୍ୟ କ୍ଷୟବଶତଃ ଯାତନାମୟ ନର୍କକୁ ଗମନ କରନ୍ତି । ଅତଏବ ସମସ୍ତ ପ୍ରଯତ୍ନର ସହିତ କେତେବେଳେ ହେଲେ କନ୍ୟାର ଧନ ଗ୍ରହଣକରିବେ ନାହିଁ । ପୂର୍ବ ପୁଣ୍ୟ ଫଳରେ ଯେଉଁ ବ୍ୟକ୍ତି ଅଳଙ୍କୃତା ସହ କନ୍ୟାଦାନ କରେ , ତାହାଙ୍କର ପୁଣ୍ୟ ସଂଖ୍ୟା ନିରୂପଣ କରିବାରେ ସ୍ୱୟଂ ଚିତ୍ରଗୁପ୍ତ ମଧ୍ୟ ସମର୍ଥ ହୁଅନ୍ତି ନାହିଁ । ମନୁଷ୍ୟ ମାତ୍ରେ ହିଁ , ‘ ବରୁଥିନୀ ’ ବ୍ରତ ପାଳନ କରି କନ୍ୟାଦାନ ତୁଲ୍ୟ ଫଳଲାଭ କରିଥାଏ । କାଂସ୍ୟା , ମାଂସ , ମୟୂର , ଚନକ , କୋଦ୍ରବ , ଶାକ , ମଧୁ , ପରାନ୍ନ , ପୁନଃଭୋଜନ ଓ ମୈଥୁନ ଏହି ଦଶଟି ବ୍ରତକାରୀ ଦଶମୀ ଦିନ ପରିତ୍ୟାଗ କରିବେ । ଦ୍ୟୁତକ୍ରୀଡ଼ା , ତାମ୍ବୁଳ , ନିଦ୍ରା , ଦନ୍ତଧାବନ , ପରାପବାଦ , ପୈଶୂନ୍ୟ , ଚୌର୍ଯ୍ୟ , ହିଂସା , ମୈଥୁନ , କ୍ରୋଧ ଓ ମିଥ୍ୟା ବାକ୍ୟ – ଏକାଦଶୀ ଦିନରେ ପରିତ୍ୟଜ୍ୟ । କାଂସ୍ୟ , ମାଂସ , ସୁରା , ମଧୁ , ତୈଳ , ପତିତ ସମ୍ଭାଷଣ , ବ୍ୟାୟାମ , ପୁନର୍ଭୋଜନ , ମୈଥୁନ , ପ୍ରବାସ ଏବଂ ମଧୁରାନ୍ନ –ଦ୍ଵାଦଶୀ ଦିନରେ ଏହି କେତୋଟି ପରିତ୍ୟାଗ କରିବେ ।ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ। ହେ ରାଜା ! ଏହି ବିଧି ଅନୁସାରେ ବରୁଥିନୀ ବ୍ରତ ପାଳନପୂର୍ବକ ରାତ୍ରି ସମୟରେ ମଧୁସୂଦନଙ୍କର ପୂଜା ଓ ଜାଗରଣ କଲେ ମାନବଗଣ ପୂର୍ବପାପରୁ ମୁକ୍ତହୋଇ ପରମାଗତି ଲାଭ କରନ୍ତି । ଅତଏବ ପାପଭୀରୁ ବ୍ୟକ୍ତିଗଣଙ୍କର ସମସ୍ତ ପ୍ରଯତ୍ନରେ ସୂର୍ଯ୍ୟ କୁମାର ( ତନୟ ) ଯମରାଜଙ୍କର ଯାତନାରୁ ପରିତ୍ରାଣ ନିମିତ୍ତ ଏହି ବରୁଥିନୀ ବ୍ରତ ପାଳନ କରିବା କର୍ତ୍ତବ୍ୟ । ଏହି ବ୍ରତ କଥା ପଠନ ଓ ଶ୍ରବଣ କରିବାଦ୍ୱାରା ଗୋ ସହସ୍ର ଦାନର ଫଳଲାଭ ପୂର୍ବକ ମନୁଷ୍ୟ ସମସ୍ତ ପାପରୁ ମୁକ୍ତହୋଇ ବିଷ୍ଣୁ ଲୋକକୁ ଗମନ କରେ ।

ଶ୍ରୀମନ୍ଦିର ରେ ଏକାଦଶୀ ନୀତି l মন্দিরে একাদশ নীতিমন্দিরে একাদশ নীতি

ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ ସରି ମୈଲମପରେ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟା ଆଳତି ହୁଏ, ଏହାକୁ ଝଡା ଆଳତି କୁହଯାଏ। ଏହାପରେ ମହାଜନମାନେ ଦକ୍ଷିଣ ଘରୁ ମଦନମୋହନଙ୍କୁ ରତ୍ନସିଂହାସନ କୁ ବିଜେ କରାନ୍ତି ଓ ଠାକୁର ମାନଙ୍କର ସର୍ବାଙ୍ଗ ଚନ୍ଦନ ଲାଗି ହୁଏ। ଘଟୁଆରୀ ରୂପା ପିଙ୍ଗଣରେ ଚନ୍ଦନ, କର୍ପୁର, କସ୍ତୁରୀ,ଚୁଆ ଭଣ୍ଡାର ଘର ଦୁଆରେ ରଖିଥାଏ। ପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଏହା ନିଅନ୍ତି। ସେମାନେ ଓ ସିଂହାସନ ରେ ଥିବା ପାଳିଆ ପୁଷ୍ପାଳକ ଠାକୁରଙ୍କୁ ଚନ୍ଦନ ଲାଗି କରନ୍ତି। ସର୍ବାଙ୍ଗ ପରେ ମଦନମୋହନ ଆଜ୍ଞାମାଳ ପାଇବାପରେ ମହାଜନେ ମଦନମୋହନଙ୍କୁ ନେଇ ଝୁଲଣ ମଣ୍ଡପ ତଳେ ବିମାନ ବଡୁ ରଖିଥିବା ପାଲିଙ୍କିରେ ବିଜେ କରାନ୍ତି। ତା ପରେ ଛତାର, ଘଣ୍ଟୁଆ ଓ କାହାଳିଆ ସହିତ ମନ୍ଦିର ର ବେଢ଼ା ବୁଲି, ପାଲିଙ୍କି ମଙ୍ଗଳାଙ୍କ ଆଗରେ ରହେ ଓ ମହାଜନମାନେ ଠାକୁରଙ୍କୁ ଜୟବିଜୟ ଦ୍ଵାର ନିକଟକୁ ନେଇଯାଆନ୍ତି। ପାଳିଆ ପଢିଆରୀ ଏହି ଦ୍ଵାରକୁ ବନ୍ଦ କରିଥାନ୍ତି ଓ ଖଟସେଜ ମେକାପ ଆସନ ପକାଇଥାନ୍ତି। ତହିଁରେ ଠାକୁର ବିଜେ ହୁଅନ୍ତି ଓ ପୂଜାପଣ୍ଡା ଆସି କୋରା ଭୋଗ କରିଥାନ୍ତି। କର୍ପୁର, ବଳିତା ଆଳତି ଓ ଅକ୍ଷତ ବନ୍ଦାପନା ନୀତି ହୁଏ। ପଢିହାରୀ ଦୁଆର ଖୋଲିବାପରେ ମଦନମୋହନ ଦକ୍ଷିଣ ଘରକୁ ବିଜେ କରନ୍ତି।

ପ୍ରତ୍ୟେକ ଏକାଦଶୀ ଦିନ ରାତ୍ରରେ ମହାଦୀପ ଆଳତି ହୁଏ। ସନ୍ଧ୍ୟାଧୂପ ପରେ ଗରୁଡ଼ ସେବକ ଓ ଚୁନରା ୩ଟା ରୂପା କଳସରେ ଘିଅ ପ୍ରତ୍ୟେକରେ କଦଳୀ ବାସୁଙ୍ଗାରେ ନୁଆକନା ଗୁଡାଇ ବଳିତା ଭଳି କରିଥାଏ। କଳସରେ ବାସୁଙ୍ଗା ବୁଡିଥାଏ। ମାତ୍ର ବଳିତା କାଠି ଉପରକୁ ଥାଏ। ଚୁନରା ତାହା ଧରି ରତ୍ନସିଂହାସନ ପାଖକୁ ଯାଏ ଓ ତାହା ପତ୍ରି ହାତରେ ଦିଏ। ପତ୍ରି ବଳିତା ଲଗାଇ ତିନି ବାଡ଼ରେ ତିନି ପଣ୍ଡାଙ୍କୁ ଦିଏ। ସେମାନେ ସଂସ୍କାର କରି ମହାଦୀପ ଆଳତି କରନ୍ତି ଓ ସିଂହାସନ ଚାରିପଟେ ବେଢା ବୁଲି ଜୟବିଜୟ ଦ୍ଵାର ବାଟେ ଆସି ଗଣେଶଙ୍କ ରାସ୍ତା ଦେଇ ମହାଦୀପ କଳସରେ ଧରି ଶ୍ରୀ ଶ୍ରୀ ବିମଳାଙ୍କ ପର୍ଯ୍ୟନ୍ତ ଯାଆନ୍ତି। ବିମଳା ମନ୍ଦିର ସାମ୍ନା ରେ ୩ଟି କଳସ ଓ ନୀଳଚକ୍ର ପାଇଁ ତୁଳସୀ ଚନ୍ଦନ ଦେଇ ପଣ୍ଡାମାନେ ଚାଲିଯାଆନ୍ତି। ଏହି ସମୟରେ ଘଟୁଆରୀ ଚୁନରାକୁ ୧୨ଟି ଚନ୍ଦ୍ର ଉଦିଆ ଦିଅନ୍ତି। କଳସ ରଖିଦେଇ ମହାଦୀପ ଓ ଚନ୍ଦ୍ରଉଦିଆ ଧରି ୩ଜଣ ଚୁନରା ମନ୍ଦିର ଉପରକୁ ଉଠନ୍ତି। ସଙ୍ଗରେ ନଡିଆକତା ଲଗାଇ ନିଆଁ ନେଇଥାନ୍ତି। ଦଧିନଉତି ତଳେ ଠିଆ ହୋଇ ନୀଳଚକ୍ର କୁ ତୁଳସୀ ଚନ୍ଦନ ଲାଗି କରି ଚାରିପଟେ ୩ଘେରା ବୁଲନ୍ତି। ଚନ୍ଦ୍ରଉଦିଆ ପ୍ରତ୍ୟେକ ଦିଗରେ ୩ଟି ଲେଖାଏଁ ଜାଳନ୍ତି। ବୁଲିବା ସମୟରେ “ମହାପ୍ରଭୁ ପୁରୀ ରାଜାଙ୍କୁ (ଶ୍ରୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ଗଜପତି ଗରୁଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର) ଶଙ୍ଖେ ପୁରାଇ ଚକ୍ର ଆଢ଼ୁଆଳ କରନ୍ତୁ ବୋଲି ଡାକିଦେଇ ହରିବୋଲ ଡାକ ଦିଅନ୍ତି। (ଟିକିଲି ର ରାଜା( ଆଠଗଡ଼ ରାଜାଙ୍କ ବଂଶଧର ସ୍ବରୁପ ) ନାମ ମଧ୍ୟ ମହାଦୀପ ସମୟରେ ଡକାଯିବା ପାଇଁ ସନନ୍ଦ ପାଇଛନ୍ତି।

।ଜୟ ଜଗନ୍ନାଥ।

মন্দিরে একাদশ নীতিমন্দিরে একাদশ নীতি

প্রতিটি একাদশীতে মধ্যাহ্ন ধূপের পরে শাড়ী তরোয়ালগুলি মৌলাম্পের সাথে সংযুক্ত থাকে এবং সন্ধ্যার আলটিটিকে ঝাডা আলটি বলা হয়। তারপরে মহাজনরা মদনমোহনকে দক্ষিণ বাড়ি থেকে রত্নের সিংহাসনে জয় করেছিলেন এবং ঠাকুরের হাতে সমস্ত চন্দন রয়েছে। ঘাটোরি রুপোর বাটির দরজায় রূপা চন্দন, কাপুর, কস্তুরী, চুয়া ভাঁড়র রেখে দেয়। পান্ডা, পতিমহপাত্র এবং মদীরাস্থ এটি গ্রহণ করে। তারা এবং সিংহাসনে উপশহর ফুলের ঠাকুর বালুচর। সর্ববাংয়ের পরে, মদন মোহন অর্ডার নেন, এবং মহাজন মদন মোহনকে পালিঙ্কিতে নিয়ে যান, যেখানে বিমানটি ঝুলন্ত মণ্ডপের নীচে দাঁড়িয়ে আছে। তারপরে তিনি ছাতা, ঘণ্টা এবং শিংগা দিয়ে মন্দিরের বেড়ার চারপাশে ঘুরে বেড়ান, পলিংকি মঙ্গালার সামনে থাকেন, এবং মহাজনরা ঠাকুরকে বিজয়ের দ্বারে নিয়ে যান। পালিয়া পাঠক দরজা বন্ধ করে মেকআপের বিছানায় রাখে। ঠাকুর ব্যস্ত হয়ে পড়ে এবং পূজাপণ্ডা এসে কোরা উপভোগ করে। কর্পূর, বালিতা আলটি এবং অক্ষত ব্যান্ডপনার নীতি রয়েছে। পাঠক দরজা খুললে মদন মোহন দক্ষিণ বাড়ি জয় করলেন conqu

একাদশ দিন ও রাতে মহাদেশটি জ্বলছে। সন্ধ্যার ধূপের পরে theগল বান্দার 3 টি রৌপ্য বাটিতে গল কলা বসুঙ্গায় কলা জড়িয়ে দেয়, প্রতিটি বালাইয়ের মতো। বাসুঙ্গা বাটিতে ডুবে গেল। তবে টাক পড়ে আছে লাঠিতে। চুন এটি ধরে এবং সিংহাসনে গিয়ে পাতার কাছে দেয়। তিনটি বেড়া দিয়ে পাতা তিনটি পান্ডায় দেওয়া হয়। তারা মহাদেশটি সংস্কার ও আবৃত্তি করে, সিংহাসনের চারপাশে বেড়া ঘুরে, জয়বিজয়া গেট দিয়ে এসে গণেশের পথে চলে, মহাসদীপকে কলসায় নিয়ে শ্রী শ্রী বিমলায় যায় বিমালা মন্দিরের সামনে পান্ডবরা তুলসী চন্দনের মধ্য দিয়ে 3 টি বাটি এবং নীল চাকা ধরে হাঁটেন। এই সময়, 12 চাঁদ ঘাটোয়ারী চুনারায় উঠেছে। কলস ধরে তিনজন মহাদেশ এবং চাঁদ নিয়ে মন্দিরে আরোহণ করলেন। তারা নারকেল দিয়ে তাতে আগুন ধরিয়ে দেয়। দধিনীউটি নীল চাকার নিচে দাঁড়িয়ে তুলসী চন্দন নিয়ে প্রায় ২ বার হাঁটেন। চন্দ্রুদিয়া প্রতিটি দিকে 3 টি শিলালিপি পোড়ায়। চলার সময়, প্রভু পুরীর রাজা (শ্রী শ্রী শ্রী 108 শ্রী গজপতি গরুদীশ্বর নবকোটি কর্ণাটক কালবার্গেশ্বর) কে শেলটি রাখার জন্য এবং চাকাটি ঘুরিয়ে দেওয়ার জন্য ডেকেছিলেন।

ଶ୍ରୀମନ୍ଦିରରେ ଏକାନ୍ତ ନୀତି-

-ଶ୍ରୀମନ୍ଦିରରେ ଏକାନ୍ତ ନୀତି-

ଗୁରୁବାର ରାତିରେ ଏକାନ୍ତ ନୀତି ଅନୁଷ୍ଠିତ ହୋଇଥାଏ। ଦୁଇଖଣ୍ଡ ଆଜ୍ଞାମାଳ ଶ୍ରୀ ଜଗନ୍ନାଥ ଙ୍କର ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। ଖଣ୍ଡିଏ ତୁଳସୀ ମିଶା ମାଳ ଦକ୍ଷିଣ ଭୁଜରେ ଓ ଖଣ୍ଡିଏ ସାଧା ମାଳ ବାମ ଭୁଜ ରେ ଲାଗି କରାଯାଇଥାଏ। ସନ୍ଧ୍ୟା ଧୂପ ପରେ ମହାଜନ ସେବକମାନେ ମଦନମୋହନଙ୍କୁ ଦକ୍ଷିଣ ଘରୁ ନେଇ ରତ୍ନସିଂହାସନ ଉପରେ ବିଜେ କରାଇବେ। ଠାକୁର ବିଜେ ସମୟରେ ଛାମୁ ଦିହୁଡି ଧରିଥିବେ। ରତ୍ନସିଂହାସନ ରେ ବିଜେ କଲାପରେ ପୂଜାପଣ୍ଡା ଉପରୋକ୍ତ ଆଜ୍ଞାମାଳ କୁ ଆଣି ଖଣ୍ଡିଏ (ତୁଳସୀ ମିଶା) ମଦନମୋହନଙ୍କୁ ଓ ଖଣ୍ଡିଏ (ସାଧା) ଲକ୍ଷ୍ମୀ ଙ୍କୁ ଲାଗି କରାଇବେ। ବିମାନବଡୁ ବିମାନଘରୁ ପାଲିଙ୍କି ଆଣି ଝୁଲଣ ମଣ୍ଡପ ତଳେ ରଖିବେ।ଏହାପରେ ମହାଜନମାନେ ଲକ୍ଷ୍ମୀ ଓ ମଦନମୋହନଙ୍କୁ ରତ୍ନସିଂହାସନ ରୁ ଆଣି ବିମାନରେ ବିଜେ କରାଇବେ। ଘଣ୍ଟୁଆ ଘଣ୍ଟ ବଜାଇବେ। ଛତାର ଛତା ଧରିବେ। ବିମାନ ବଡୁ ମାନେ ବିମାନ ବୋହି ନେଇ ସରସ୍ଵତୀ ଭୁବନେଶ୍ୱରୀ ମନ୍ଦିର ଆଗରେ ଥିବା ନିଶାନୃସିଂହ ଙ୍କ ନିକଟରେ ଓହ୍ଲାନ୍ତି। ମହାଜନମାନେ ଛତା, ଦିହୁଡି,ଘଣ୍ଟା ସହ ଠାକୁର ଠାକୁରାଣୀଙ୍କୁ ହାତରେ ବିଜେ କରାଇ ସରସ୍ଵତୀ ମନ୍ଦିର ଦେଇ ଲକ୍ଷ୍ମୀ ଙ୍କ ଜଗମୋହନ କୁ ଯାଆନ୍ତି। ସେଠାରେ ଆଗରୁ ପଡ଼ିଥିବା ପଲଙ୍କ ଉପରେ ଠାକୁର ଠାକୁରାଣୀଙ୍କୁ ବିଜେ କରାନ୍ତି। ଭିତରଛ ପ୍ରସାଦ ଲାଗି କରାନ୍ତି। ସୁଦୁସୁଆର ବା ଆସ୍ଥାନ ପଢିଆରୀ ପୂଜା ଠା କରନ୍ତି। ଦୁଇସରା କୋରାଭୋଗ ସକାଶେ ଯୋଗାହୁଏ। ପୂଜାପଣ୍ଡା ପୂଜା ରେ ବସନ୍ତି। ପୂଜା ଶେଷରେ(ଭୋଗପରେ) କର୍ପୁର, ବଳିତା ଆଳତି ହୁଏ, ଅକ୍ଷତ ବନ୍ଦାପନା ଭିତରଚ୍ଛ ଙ୍କ ଦ୍ଵାରା ହୁଏ। ଏହାପରେ ଠାକୁର ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ସାତ ପାହାଚ ବାଟେ ଗରୁଡ ସାମ୍ନା ଜଗମୋହନ ରେ ଓହ୍ଲାନ୍ତି। ଲକ୍ଷ୍ମୀ ରତ୍ନସିଂହାସନ କୁ ଏବଂ ମଦନମୋହନ ଦକ୍ଷିଣ ଘରକୁ ବିଜେ କରନ୍ତି।

ବିଦ୍ର- ଜନ୍ମାଷ୍ଟମୀ ଠାରୁ କଂସବଧ (ଭାଦ୍ରବ କୃଷ୍ଣ ପକ୍ଷ ଦଶମୀ) ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ଏକାନ୍ତ ହୁଏନାହିଁ। କୁମାର ପୂର୍ଣ୍ଣିମା ଠାରୁ ୭ ଦିନ ପର୍ଯ୍ୟନ୍ତ ଯେଉଁ ଗୁରୁବାର ପଡେ ସେଦିନ ଏକାନ୍ତ ହୁଏନାହିଁ। ସୀତା ଚୋରି (ରାମ ନବମୀ ଠାରୁ) ପୁଷ୍ୟାନକ୍ଷତ୍ର ଅଭିଷେକ ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ। ସ୍ନାନପୂର୍ଣ୍ଣମୀ ଠାରୁ ଦିଅଁ ରଥଯାତ୍ରା ସାରି ରତ୍ନସିଂହାସନ କୁ ଫେରିବା ପର୍ଯ୍ୟନ୍ତ ଗୁରୁବାର ନୀତି ( ମାଜଣା ବା ଏକାନ୍ତ) ହୁଏନାହିଁ। ସହସ୍ର କୁମ୍ଭ ଅଭିଷେକ ଠାରୁ ଦଶହରା ପର୍ଯ୍ୟନ୍ତ ଏକାନ୍ତ ହୁଏନାହିଁ।

ଚନ୍ଦନଯାତ୍ରା ୨୧ ଦିନ (ଅକ୍ଷୟ ତୃତୀୟାଠାରୁ ହଳଦୀ ପାଣି) ଯାଏ ଚନ୍ଦନ ବେଢାରେ ମାଜଣା ହୁଏ ଓ ଚନ୍ଦନ ରୁ ଫେରିଲେ ଏକାନ୍ତ ହୁଏ।ଚନ୍ଦନ ବାହୁଡ଼ା ରୁ ମଦନମୋହନ ଓ ଲକ୍ଷ୍ମୀ ଏକାନ୍ତ ବିଜେ ହୁଅନ୍ତି। ସରସ୍ଵତୀ ବିମାନ ରୁ ହାତରେ ବିଜେ ହୋଇ ରତ୍ନ ସିଂହାସନ କୁ ଯାଆନ୍ତି।

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ।

ନରେନ୍ଦ୍ର ପୁଷ୍କରିଣୀ

. ❀꧁❣️ନରେନ୍ଦ୍ର ପୁଷ୍କରିଣୀ❣️꧂❀

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀର ସୃଷ୍ଟି ହୋଇନଥିଲା ! ଏହା ପଞ୍ଚ ତୀର୍ଥରେ ଗଣ୍ୟ ନୁହେଁ ! ଜନଶୃତି ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ଉତ୍ସବ ଜର କବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସଂପନ୍ନ ହେଉଥିଲା ! ଏହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର ଗ୍ରାମ ଅବସ୍ଥିତ ! ସେହି ଗ୍ରାମବାସୀ ମାନଙ୍କର ଚନ୍ଦନଯାତ୍ରାରେ ବିଶେଷ ସଂପର୍କ ଥିବାରୁ ତତ୍କାଳିନ ରାଜା ଏହି ଗ୍ରାମକୁ ଚନ୍ଦନପୁର ନାମରେ ନାମିତ କରିଥିଲେ ! ସେକଥା ଛାଡି ଆମେ ଆଲୋଚନା ଉପରକୁ ଆସିବା !

ଥରେ ରଣପୁର ଷ୍ଟେଟ୍ ଉତ୍କଳ ଗଜପତି ମହାରାଜାଙ୍କ ଅଧିନସ୍ଥ ଏକ ମିତ୍ର କରଦରାଜ୍ୟ ଥିଲା ! ନରେନ୍ଦ୍ର ଦେବ ରଣପୁର ଷ୍ଟେଟ୍ ର ରାଜା ଥିବାବେଳେ ଉତ୍କଳର ତଦାନୀନ୍ତନ ଗଜପତି ମହାରାଜାଙ୍କ ସହ ତାଙ୍କର ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ସ୍ଥାପିତ ହୋଇଥିଲା ! ରାଜା ନରେନ୍ଦ୍ର ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପରମ ଭକ୍ତ ଥିଲେ ! ଦିନେ ସେ ରାଜବାଟୀରେ ବିଚରଣ କରୁଥିବା ସମୟରେ ହଠାତ୍ ଗୋଟିଏ କଖାରୁ ମଞ୍ଜି ଦୃଷ୍ଟିଗୋଚର ହେଲା ! ସେ ତାହାକୁ କୌତୁହଳ ପୂର୍ବକ ହାତରେ ଉଠାଇ ନେଇ ଧରିଥିବା ସମୟରେ ତାଙ୍କର ଜଣେ ଅତି ପ୍ରିୟ ଧନୀକ ସର୍ବରାକାର ଛାମୁଙ୍କୁ ଦର୍ଶନ ଅଭିଳାଷରେ ରାଜବାଟୀ ଠାରେ ପହଞ୍ଚିଲେ ! ରାଜା ସର୍ବରାକାରଙ୍କୁ ଦେଖାଦେଇ କହିଲେ ଯେ ଆଜି ତୁମକୁ ଗୋଟିଏ ଭଲ ଜିନିଷ ଦେବି ! ଏହି କଖାରୁ ମଞ୍ଜିଟିକୁ ନିଅ ! ଜଗନ୍ନାଥଙ୍କ ନାମରେ ପୋତିଦେବ ! ଯାହା ଫଳିବ ତାହା ଠାକୁରଙ୍କୁ ଦେବ, ବିଶ୍ୱାସ ରଖ ସୁଫଳ ମିଳିବ ! ସର୍ବରାକାର ଅତ୍ୟନ୍ତ ଆଗ୍ରହର ସହିତ ସେହି ମଞ୍ଜିଟିକୁ ନିଜ କାନିରେ ବାନ୍ଧିଲେ ଓ ଅନ୍ୟାନ୍ୟ କଥୋପକଥନ ପରେ ନିଜ ଘରକୁ ଫେରିଲେ ! କଖାରୁ ଗଛର ପରମାୟୁ ୫ବର୍ଷ ହୋଇଥିଲା ! ତହିଁରୁ ଉତ୍ପନ୍ନ କଖାରୁ ବିକ୍ରୟଲବ୍ଧ ଧନ ଲକ୍ଷାଧିକ ହେଲା! ସର୍ବରାକାର ସମସ୍ତ ଟଙ୍କା ଧରି ଶ୍ରୀଜଗନ୍ନାଥଙ୍କୁ କିପରି ପ୍ରଦତ୍ତ ହେବ ଏଥି ନିମନ୍ତେ ରଣପୁର ରାଜାଙ୍କ ପାଖକୁ ଗଲେ ! ରାଜା ଆଶ୍ଚର୍ଯ୍ୟାନ୍ୱିତ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସ୍ମରଣ ପୂର୍ବକ ବିକ୍ରୀ ଲବ୍ଧ ଅର୍ଥ ଓ ସର୍ବରାକାରଙ୍କୁ ସାଙ୍ଗରେ ଗଜପତିଙ୍କ ପାଖକୁ ଆସିଲେ ! ସେହି ଅର୍ଥରେ ନରେନ୍ଦ୍ର_ପୁଷ୍କରିଣୀ ଖନନ କାର୍ଯ୍ୟ ହେଲା ! ଯେତିକି କ୍ଷେତ୍ରରେ କଖାରୁ ଗଛ ମାଡିଥିଲା , ନରେନ୍ଦ୍ର ପୁଷ୍କରିଣୀ ଓ ତାହାର ଚତୁଃପାର୍ଶ୍ୱ ସୀମାର କ୍ଷେତ୍ରଫଳ ମଧ୍ୟ ସେତିକି ! ଏହା ହେଉଛି ନରେନ୍ଦ୍ର ପୁଷ୍କରିଣୀର କିମ୍ବଦନ୍ତୀ !

ସଂଗୃହିତ

✿❁❣️༒ ଜୟ ଜଗନ୍ନାଥ ༒❣️❁✿

Raghunath Besha from Utkala Deepika , 1905 edition .

Description of Raghunath Besha from Utkala Deepika , 1905 edition .

In 1905, April 27 Baisakha Krishna Navami(the specific tithi had Pusya Nakshetra according to Hindu Calendar ) , Thursday Mahaprabhu Shri Jagannath was adorned in the divine Raghunath Besha . After Madhyan Dhupa , the besha started and after Sandhya Dhupa Sahana Mela was done for general Public .

During that time 50 – 60 thousand devotees were present inside the Shrimandir from which most of them were Odia people and the rest were Bengali and from different parts of India .

The Darshan of this divine Besha started at 10pm .

In this divine Besha , Badathakura Shri Balabhadra was adorned as Laxmana while Mahaprabhu Shri Jagannath was adorned As Shri Ram .

Beside Jagannath Bharata and Shatrughna was seen standing with Chamar and Chatri . On the right of Balabhadra Bramha and Vashistha was seen . On the lap of Mahaprabhu Shri Jagannath , Sridebi was sitting as Sita and Hanuman was seen sitting infront Mahaprabhu Shri Jagannath with folded hands.

A thin plank of wood attached to the ratna singhasan was kept on which Angada , bivisana , jambaban , nala , nila ,gabaya , gabakya was seen . Maa Subhadra was also adorned in an attire . Ram (Shri Jagannath) & Laxmana (Shri Balabhadra) were holding bow and arrow along with hara ,bala , baju with a nose ornament called Naka Dandi attached to the nose of the deties. The inner sanctum (Garba Gruha ) was decorated like a royal palace.

In the same year , this besha was again repeated in 3rd of May and many devotees along with the Royal family had darshan of this divine attire of Mahaprabhu.

** As per some source it is said that the besha was 1st started by Gajapati Ramachandra Deva during the 16th century . It was done on the day which had Pushya Nakhsetra according to the Hindu calendar. This besha was mostly done on Baisakha Krishna Navami / Dasami based on the Nakshetra .

This Besha is conducted on the last day of Sahi Jaata,which means that is conducted on the same day,on which Ramaviseka ritual is conducted near Shri Raama,the representative deity of Shri Jagannath.
We can also take it as an assumption ,that when Goswami Tulasi dasa visited Shrikhetra , he visited Shrimandir . But he was shocked to see the Bigrahas at the Ratna Singhasana . He found the Mahaprabhu without hands, feet and thought this could not be his mesmerizing Shri Rama. Deeply anguished, he came out of the temple and sat down the tree.

With a hectic journey , Goswami was very hungry . All of a sudden he could hear a voice of a young boy offering him Mahaprasad . But Goswami refused to have it as he and said he would not consume the food, prior to his own offering to his deity Shri Rama.

The Young boy explained him the Greatness of Shrikhetra and Mahaprabhu Shri Jagannatha. After listening to words of the young boy , Goswami Tulasi Das once again visited Shrimandir during the evening . When he entered the Jagamohana , he found Mahaprabhu adorned as Shri Rama .

On witnessing the deities adorned in Raghuanatha Besha on the Ratnasinghasana,Goswami Tulasidas exclaimed,

“बिनु पद चलइ सुनइ बिनु काना l
करम बिनु कर्म करइ बिधि नाना ll

आनन रहित सकल रस भोगी l
बिनु बानी बकता बड़ जोगी ll”

Jay Jagannatha

Design a site like this with WordPress.com
Get started